ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇରେ ଅବଦାନ ପାଇଁ ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପ୍ରଶଂସା କରାଯାଇଛି। WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡନୋମ୍ ଗେବ୍ରେସର୍ସ ଶନିବାର ଦିନ କରୋନା ବିରୋଧରେ ଚାଲିଥିବା ବିଶ୍ୱସ୍ତରୀୟ ସଂଗ୍ରାମରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତକୁ ଧନ୍ୟବାଦ ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ କରୋନା ବିରୋଧରେ ବିଶ୍ୱସ୍ତରୀୟ ସଂଗ୍ରାମକୁ କ୍ରମାଗତ ଭାବେ ସମର୍ଥନ କରିଥିବାରୁ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ… ଯଦି ଆମେ ଏକାଠି କାମ କରିବା ଏବଂ ପରସ୍ପର ସହିତ ଜଡ଼ିତ ରହିବା ତେବେ ନିଶ୍ଚିତ ଭାବରେ ଏହି ମହାମାରୀକୁ ପରାସ୍ତ କରି ଆମେ ଜୀବନ ରକ୍ଷା କରିପାରିବା।
BREAKING NEWS
- ଆଲୋଚନା ମାଧ୍ୟମରେ ଭାରତ – ବାଂଲାଦେଶ ବିବାଦର ସମାଧାନ କର : ବାଂଲା ରାଷ୍ଟ୍ରପତି
- ଏସୀୟ କ୍ରୀଡ଼ା ୨୦୨୬: ପୁଣି ନୀଳ ଜର୍ସି ପିନ୍ଧି ଓହ୍ଲାଇବ ଭାରତୀୟ ହକି ଦଳ
- ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବନି ଶ୍ରୀମନ୍ଦିରର ନାଁ: ଆଉ ୩ଟି ପରିଚୟ ଉପରେ ଟ୍ରେଡମାର୍କ ମୋହର
- ବେକାର ଯୁବକଙ୍କୁ ମୋହରା କରି ଖୋଲିଥିଲେ ୨୫ ବ୍ୟାଙ୍କ ଆକାଉଣ୍ଟ: ରାଜଧାନୀରେ ମ୍ୟୁଲ୍ ଆକାଉଣ୍ଟ୍ ନେଟୱାର୍କର ପର୍ଦ୍ଦାଫାଶ
- ନୂଆ ସ୍ପନଶର ଡିଲରେ ବିସିସିଆଇ ମାଲାମାଲ
- ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ୧୦୦ ଡଲାର ପାର୍: ଭାରତରେ ମହଙ୍ଗା ହେବ କି ପେଟ୍ରୋଲ ଓ ଡିଜେଲ?
- ଇଭି ନା ସିଏନ୍ଜି, କେଉଁ କାର୍ କିଣିଲେ ରହିବେ ଲାଭରେ? ଜାଣନ୍ତୁ ରନିଂ କଷ୍ଟରେ କେତେ ରହିଛି ଫରକ୍
- ଜୁନିୟର ଏସିଆ କପ : ଦକ୍ଷିଣ କୋରିଆକୁ ହରାଇ ସେମିଫାଇନାଲ୍ ଦ୍ୱାରଦେଶରେ ଭାରତ
- ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କଳା : ଶ୍ରୀ ଗଣେଶ” ଆରମ୍ଭ;୧୬ଜିଲ୍ଲାର ୩୪ ହସ୍ତଶିଳ୍ପୀ…
- ନିଖୋଜ MKCG ଛାତ୍ର ସାଗର ସାହୁ ମୟୂରଭଞ୍ଜ ତିରିଂରୁ ଉଦ୍ଧାର

Comments are closed.