Latest Odisha News

BREAKING NEWS

ରିପୋର୍ଟ ଦେଲେ ହୁର ତଦନ୍ତକାରୀ ଟିମ୍‌: ଚୀନ ଲ୍ୟାବରୁ କରୋନା ବ୍ୟାପିନି

ବେଜିଂ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ତଦନ୍ତକାରୀ କମିଟି କରେନା ଭାଇରସ ଉତ୍ପତି ନେଇ ରିପୋର୍ଟ ଦାଖଲ କରିଛନ୍ତି । ଚୀନର ଉହାନ ସହରକୁ ସେମାନେ ତଦନ୍ତ ପାଇଁ ଯାଇଥିଲେ । ରିପୋର୍ଟରେ ୨୦୧୯ ଡିସେମ୍ବର ପୂର୍ବରୁ ଉହାନ କରୋନାମୁକ୍ତ ଥିଲା ବୋଲି ଘୋଷଣା କରିଛନ୍ତି । ଏହା ପରେ ବାଦୁଡିରୁ କିପରି ମଣିଷ ଶରୀରକୁ ଗଲା ସେ ନେଇ ବଳିଷ୍ଠ ପ୍ରମାଣ ମିଳିପାରି ନାହିଁ ବୋଲି କମିଟିର ମୂଖ୍ୟ ଲିଆନ ୱାନିୟନ କହିଛନ୍ତି ।

ପୂର୍ବରୁ ବିଶେଷଜ୍ଞମାନେ ମଧ୍ୟ ଉହାନରୁ ଏ ନେଇ କିଛି ତଥ୍ୟ ମିଳିବ ନାହିଁ ବୋଲି କହିଥିଲେ । ୨୦୧୯ ଡିସେମ୍ବରରେ ଉହାନରେ ପ୍ରଥମ କରୋନା ରୋଗୀ ଦେଖିବାକୁ ମିଳିଥିଲା । ପରେ ଏହା ଧିରେ ଧିରେ ସାରା ବିଶ୍ୱକୁ ବ୍ୟାପିଥିଲା । ଚୀନ

Leave A Reply

Your email address will not be published.