କାମାକ୍ଷାନଗର : କୂଅରୁ ଉଦ୍ଧାର ହେଲା ଜଙ୍ଗଲୀ ବାରହା । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସମାଟାଙ୍ଗୀ ଗାଁରେ ଥିବା ଏକ କୂଅରୁ ଗୋଟିଏ ଜଙ୍ଗଲୀ ବାରହାକୁ ଉଦ୍ଧାର କରିଛି ବନ ବିଭାଗ । ଖାଦ୍ୟ ଅନ୍ୱେଷଣରେ ଆସି ଜଙ୍ଗଲୀ ବାରହାଟି କୂଅରେ ଖସି ପଡ଼ିଥିଲା । ଏ ନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବାପରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ସହାୟତାରେ ବାରହାଟିକୁ କୂଅରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ବାରହାଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି ।
BREAKING NEWS
- Chennai Blast: ସିଲିଣ୍ଡର ବିସ୍ଫୋରଣରେ ଦୁଇ ଶିଶୁଙ୍କ ମୃତ୍ୟୁ, ୭ ଆହତ; ଭୁଶୁଡ଼ି ପଡ଼ିଲା ୩ ଘର
- ମହିଳା ସିିନିୟର ଆନ୍ତଃଜୋନ ଟ୍ରଫି କ୍ରିକେଟ: ପୂର୍ବାଂଚଳ ଦଳରେ ୪ ଓଡିଆ
- ଓଡ଼ିଶାର ନୀଳ ଅର୍ଥନୀତିର ଗତିବିକାଶ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ଉନ୍ମୋଚିତ
- ଏଆଇକୁ ନେଇ ନ୍ୟୁରୋଲିଙ୍କର ଇଂଜିନିୟର ଦେଲେ ଚେତାବନୀ
- ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା
- Maoists surrender: ୧୧ ଜଣ ମାଓବାଦୀଙ୍କ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ
- ଆଇପିଏଲ ପୂର୍ବରୁ ଆରସିବିର ଏହି ବୋଲର ଚୂପଚାପ କଲେ ବିବାହ
- ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକଙ୍କୁ ଟ୍ରାପ୍ ପାଇଁ ୫ କୋଟି ଲେଖାଏଁ ଅଫର, ଓଡ଼ିଶାର ୨ ଅଟକ
- Dosa In Prasad: ଭାରତର ଏହି ମନ୍ଦିରରେ ପ୍ରସାଦରେ ବଣ୍ଟାଯାଏ ଦୋସା; କାରଣ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ!
- Warning Signs of Liver Damage: ଯଦି ଆପଣଙ୍କ ମୁହଁରେ ଦେଖାଯାଏ ଏହି ୫ ସଙ୍କେତ, ବୁଝିଯାଆନ୍ତୁ ବିପଦରେ ଆପଣଙ୍କ ଯକୃତ…
Comments are closed.