Latest Odisha News

BREAKING NEWS

ଲଖିମପୁର କେସ୍‌: ରାଜ୍ୟ ସରକାରଙ୍କ ରିପୋର୍ଟ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲଖିମପୁର ମାମଲାରେ ଉତରପ୍ରଦେଶ ସରକାରଙ୍କ ରିପୋର୍ଟ ନେଇ ଆଜି ମାନ୍ୟବର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୫ ହଜାର ପାଖାପାଖି ଭୀଡ ଭିତରୁ କେବଳ୨୩ ପ୍ରତ୍ୟକ୍ଷଦର୍ଶୀ ତୁମେ ପାଇଲ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କେସ ଲଢ଼ୁଥିବା ହରୀଶ ସାଲୱେ କହିଛନ୍ତି, ବିଚାରପତିଙ୍କ ସମ୍ମୁଖରେ ୩୦ଜଣଙ୍କ ବୟାନ ରେକର୍ଡ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୩ଜଣ ପ୍ରତ୍ୟକ୍ଷଦର୍ଶୀ । ଘଟଣାସ୍ଥଳରେ ଥିବା ଅନ୍ୟ ରାଜ୍ୟର ସାକ୍ଷ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ମୁଖ୍ୟ ବିଚାରପତି ଏନଭି ରମନା କହିଛନ୍ତି ଯେ, ଯାଂଚରେ ପ୍ରଗତି ହୋଇଛି । ଘଟଣାର ଭିଡିଓ ଗୁଡିକ ଖୁବ୍ ଶୀଘ୍ର ପରୀକ୍ଷଣ କର । ଅନ୍ୟଥା କୋର୍ଟ ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ ।

Leave A Reply

Your email address will not be published.