Latest Odisha News

BREAKING NEWS

ଆଜିଠୁ କଟକରେ ଜୋମାଟୋରେ ମିଳିବ ମଦ

ଭୁବନେଶ୍ୱର: ଆଜିଠୁ କଟକରେ ଅନ୍‌ଲାଇନ୍‌ରେ ମିଳିବ ମଦ । ଲୋକେ ଘର ବସି ଜୋମାଟୋରେ ଅନ୍‌ଲାଇନ୍ ଅର୍ଡର କରିବେ । ମନ ପସନ୍ଦର ମଦ ଅର୍ଡର କରିପାରିବେ । ଆଉ ଅର୍ଡର କିଛି ଘଂଟା ମଧ୍ୟରେ ଘରେ ପହଂଚିବ ମଦ । ସିଲିଭର ସିଟିରେ ଜୋମାଟୋରେ ମଦର ହୋମ ଡେଲିଭରି ଆରମ୍ଭ ହୋଇଥିବା ନେଇ ବ୍ୟବସାୟୀକ ସଂଘ ସମ୍ପାଦକ ସୂଚନା ଦେଇଛି ।

ମଦ ହୋମ ଦେଲିଭାରୀ ନେଇ ଜୋମାଟୋ ସହିତ କଟକ ବିଦେଶୀ ମଦ ଦୋକାନ ମାଲିକ ସଂଘର ଚୁକ୍ତି ସ୍ଵାକ୍ଷର ହୋଇଛି । ଆଜିଠାରୁ ଅଫ ଏବଂ ଅନ ସପ ରୁ ଜୋମାଟୋ ମଦ ନେଇ ଗ୍ରାହକଙ୍କ ଘରେ ପହଂଚାଇବ । ଏନେଇ ସଂଘ ସମ୍ପାଦକ ବିରଂଚି ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.