Latest Odisha News

BREAKING NEWS

Browsing Tag

Zomato

ଦଳିତ ବିରୋଧି ବିଜ୍ଞାପନ ଦେଇ ଫସିଲା ଜୋମାଟୋ, ଜାରି ହେଲା ନୋଟିସ୍

ନୂଆଦିଲ୍ଲୀ: ପୁଣି ଏକ ବିବାଦ ଭିତରେ ଛନ୍ଦି ହୋଇଛି ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ। ଏଥର ଏକ ବିଜ୍ଞାପନକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଜଣାପଡିଛି। ସମ୍ବିଧାନର ଧାରା ୩୩୮ ଅନୁଯାୟୀ, ଏକ ସାମ୍ବିଧାନିକ ସଂସ୍ଥା ପ୍ରତିଷ୍ଠିତ ରାଷ୍ଟ୍ରୀୟ ଅନୁସୂଚିତ ଜାତୀୟ ଆୟୋଗ ପକ୍ଷରୁ ଜୋମାଟୋର…

୨୮ ଲକ୍ଷଟଙ୍କାର ଖାଦ୍ୟ ଅର୍ଡର୍‌ କରି ଚର୍ଚ୍ଚାରେ ଅଙ୍କୁର

ନୂଆଦିଲ୍ଲୀ : ସ୍ବାଦିଷ୍ଟ ଖାଦ୍ୟ ଖାଇବା ପାଇଁ  ସମସ୍ତଙ୍କୁ ପସନ୍ଦ । ଆଉ ସେଥିପାଇଁ ବହୁଲୋକ ମଝିରେ ମଝିରେ ଅନ୍‌ଲାଇନ୍‌ ଅର୍ଡର୍‌ କରିଥାନ୍ତି। ସେଥିମଧ୍ୟରୁ କେତେଜଣ ପ୍ରାୟ ସବୁବେଳେ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର୍‌ କରନ୍ତି। ହେଲେ ଏବେ ଜଣେ ବ୍ୟକ୍ତି ଅନଲାଇନ ଅର୍ଡର କରି ରେକର୍ଡ କରିଛନ୍ତି…

୨୦୨୨ରେ କଣ ଥିଲା ଭାରତୀୟଙ୍କ ପ୍ରିୟ ଖାଦ୍ୟ ?

ନୂଆଦିଲ୍ଲୀ: ଭାରତର ଲୋକ ଖାଦ୍ୟପ୍ରିୟ । ଦେଶର କୋଣ ଅନୁକୋଣରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳେ । ଆଉ ଅନଲାଇନ୍ ଯୁଗରେ ମାତ୍ର କେଇ ମିନିଟରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚି ଯାଉଛି । ଆସନ୍ତୁ ଜାଣିବା ୨୦୨୨ ବର୍ଷରେ ଭାରତୀୟଙ୍କ ପସନ୍ଦିତ ଖାଦ୍ୟ କଣ ଥିଲା ? ଅନଲାଇନ୍ ଫୁଡ୍ ଡେଲିଭରୀ…

ଗ୍ରୋସରୀ ଡେଲିଭରି ସେବା ବନ୍ଦ କରିବ ଜୋ‌ମାଟୋ

ନୂଆଦିଲ୍ଲୀ: ଜମାଟୋ, ଦେଶର ବୃହତ୍‌ ଖାଦ୍ୟ ବିତରଣ ପ୍ଲାଟ୍‌ଫର୍ମ ନିକଟରେ ଘୋଷଣା କରିଛି ଯେ ଜୋମାଟୋର ଗ୍ରୋସରୀ ଡେଲିଭରି ସେବା ସେପ୍ଟେମ୍ବର ୧୭ରୁ ବନ୍ଦ ହୋଇଯିବ। ଅର୍ଡର ପୂରଣ ପ୍ରକ୍ରିୟା ପୂରଣ କରିବାରେ ସମସ୍ୟା ଉପୁଜିବାରୁ ଏଭଳି ପଦ‌କ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଠିକ୍‌ ସମୟରେ…

ଆଜିଠୁ କଟକରେ ଜୋମାଟୋରେ ମିଳିବ ମଦ

ଭୁବନେଶ୍ୱର: ଆଜିଠୁ କଟକରେ ଅନ୍‌ଲାଇନ୍‌ରେ ମିଳିବ ମଦ । ଲୋକେ ଘର ବସି ଜୋମାଟୋରେ ଅନ୍‌ଲାଇନ୍ ଅର୍ଡର କରିବେ । ମନ ପସନ୍ଦର ମଦ ଅର୍ଡର କରିପାରିବେ । ଆଉ ଅର୍ଡର କିଛି ଘଂଟା ମଧ୍ୟରେ ଘରେ ପହଂଚିବ ମଦ । ସିଲିଭର ସିଟିରେ ଜୋମାଟୋରେ ମଦର ହୋମ ଡେଲିଭରି ଆରମ୍ଭ ହୋଇଥିବା ନେଇ ବ୍ୟବସାୟୀକ ସଂଘ…

ଜୋମାଟୋରୁ ପିଜା ଅର୍ଡର କରି ଯୁବକ ହରାଇଲେ ୯୫,୦୦୦ ଟଙ୍କା

ବାଙ୍ଗାଲୁରୁ: ବାଙ୍ଗାଲୁରୁର ଏନଭି ଶେଖ ନାମକ ଜଣେ ବ୍ୟକ୍ତି ହୋମ୍ ଡେଲିଭରିଂ ସଂସ୍ଥା ‘ଜୋମାଟୋ’ରୁ ଏକ ପିଜା ଅର୍ଡର କରି ହରାଇଛନ୍ତି ପାଖାପାଖି ୯୫ ହଜାର ଟଙ୍କା ଅର୍ଥରାଶି । ସୂଚନାନୁଯାୟୀ, ପାଖାପାଖି ୧ ଘଣ୍ଟା ମଧ୍ୟରେ ଘରେ ପିଜା ନପହଞ୍ଚିବାରୁ ସେ ଆପରେ ଥିବା ଏକ ନଂ ଜରିଆରେ କଷ୍ଟମର…