ଯାଜପୁର: ଯାଜପୁର ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡକୁ ସଫଳତା । ମେଟୁଆଣି ଗଡିଆ ଅଞ୍ଚଳରେ ଚଢ଼ାଉ ପରେ ମିଳିଛି ୩୦ ଗ୍ରାମ ବ୍ରାଉନସୁଗାର । ବ୍ରାଉନସୁଗର ରଖିଥିବା ମହିଳା ମଧ୍ୟ ଗିରଫ। ମୋବାଇଲ ସ୍କ୍ୱାଡ୍ ଅଧିକାରୀ ସମୀର ରଞ୍ଜନ ମହାନ୍ତି ଆଜି ସକାଳୁ ଯାଜପୁର ରୋଡ୍ ଥାନା ୧୯ନଂ ୱାର୍ଡର ମେଟୁଆଣି ଗଡିଆ ଅଞ୍ଚଳରେ ଚଢ଼ାଉ କରିଥିଲେ । ମହିଳା ଜଣକ ମେଟୁଆଣି ଗଡିଆ ଅଞ୍ଚଳର ଝୁମୁରି ପାତ୍ର । ସେ ବ୍ରାଉନସୁଗାର ବିକୁଥିଲା । ତାଙ୍କର କୋଭିଡ ଟେଷ୍ଟ୍ ପରେ ଏନ୍ ଡିପିଇଏସ ଆକ୍ଟରେ କୋର୍ଟ ଚାଲାଣ କରିଛି ।
BREAKING NEWS
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
- ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
- ଜାତୀୟ ସଙ୍ଗୀତ ଗାୟନ ବିବାଦ ପରେ ଇରାନର ୫ ଖେଳାଳିଙ୍କୁ ମାନବୀୟ ଭିଜା ଦେଲା ଅଷ୍ଟ୍ରେଲିଆ
- ଏବର୍ଷ ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା
- “Rahul Gandhi ‘urban naxal'”: ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ, କହିଲେ, ‘ନକ୍ସଲ… ନିର୍ବୋଧ ରାଜକୁମାର…’
- ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୪ ଲକ୍ଷ ଟଙ୍କା ଜବତ, ଦୁଇ ଗିରଫ
- ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶ ଘୋଷିତ
Comments are closed.