ବ୍ରହ୍ମଗିରି:ବ୍ରହ୍ମଗିରି ସାତପଡ଼ା ନିକଟ ବଳଭଦ୍ରପୁର ଗାଁରେ ଅଘଟଣ । ବାରହା ଆକ୍ରମଣରେ ଜଣେ ମହିଳା ମୃତ ଓ ଜଣେ ମହିଳା ଆହତ। ମୃତକ ହେଲେ ବଳଭଦ୍ରପୁର ଗାଁର ପଦ୍ମାବତୀ ଜାଲି ।
ସୂଚନାଥାଉକି, ବାରହା ପଦ୍ମାବତୀ ଜାଲିଙ୍କ ହାତ,ମୁହଁ ଓ ପେଟକୁ କାମୁଡ଼ି ବାରୁ ସେ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏପଟେ ପଦ୍ମାବତୀଙ୍କୁ ବ୍ରାହ୍ମଣୀ ଦଳାଇ ବଞ୍ଚାଇବା ପାଇଁ ଯାଇଥିବା ବେଳେ ତାଙ୍କୁ ବାରହା ଆକ୍ରମଣ କରିଥିଲା । ସେ ଆହତ ହୋଇଛନ୍ତି । ପଦ୍ମାବତୀଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
Comments are closed.