Latest Odisha News

BREAKING NEWS

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ,ପୋଲିସର ଛାନଭିନ୍ ଜାରି

କୋରାପୁଟ : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବୋରିଗୁମ୍ମା ଥାନା ଅନ୍ତର୍ଗତ ପର୍ଲି-ଡାବୁଗୁଡା ରାସ୍ତା ପାଶ୍ୱର୍ରେ ଥିବା ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ କିଛି ପ୍ରତ୍ୟକ୍ଷ ଦର୍ଶୀ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ । ପରେ ବୋରିଗୁମ୍ମା ଥାନାକୁ ଖବର ଦେଇଥିଲେ । ବୋରିଗୁମ୍ମା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।ତେବେ ମହିଳା ଜଣକ କିଏ । ସେ ବୋରିଗୁମ୍ମା ଅଞ୍ଚଳକୁ ଆସିଲେ କେମିତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାର ତଦନ୍ତ କରିବା ପାଇଁ ସାଇଣ୍ଟିଫିକ୍ ଟିମ୍ ବୋରିଗୁମ୍ମା ଥାନା ଅଧିକାରୀ ପହଁଞ୍ଚିଛନ୍ତି ।

Leave A Reply

Your email address will not be published.