ଭୁବନେଶ୍ୱର: ନିୟମ ଭାଙ୍ଗି ପୋଲିସକୁ ନାଲିଆଖି ଦେଖାଇଲେ ମହିଳା । ଗାଡି ଚେକିଂ ବେଳେ ରାଜମହଲ ଛକରେ ଦେଖିବାକୁ ମିଳିଛି କିଭଳି ଏଭଳି ଦୃଶ୍ୟ । ରଙ୍ଗରୁଟ୍ ଡ୍ରାଇଭିଂ ଚେକିଂ ବେଳେ ସେଠାରେ ଉତେଜନା ଦେଖାଦେଇଛି ।
ଭୁବନେଶ୍ୱର ରାଜମହଲ ଛକରେ ଜଣେ ମହିଳା ଚାଳକ ଆଜି ରଙ୍ଗରୁଟ୍ରେ ଆସୁଥିବା ବେଳେ ତାଙ୍କୁ ଟ୍ରାଫିକ୍ ପୋଲିସ ଅଟକାଇଥିଲା । ଏହାକୁ ନେଇ ମହିଳା ଜଣକ ପ୍ରତିବାଦ କରିଥିଲେ । ପୋଲିସ ଓ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ମହିଳା ଜଣକ ମୋ ରାସ୍ତା, ମୋ ଗାଡି ମୁଁ ଫାଇନ୍ ଦେବିନି ବୋଲି କହିଥିଲେ । ପାଟିତୁଣ୍ଡ ପରେ ବିନା ଚାଲାଣରେ ଗାଡି ଓ ଚାଳକଙ୍କୁ ପୋଲିସ ଛାଡି ଦେଇଥିବା ଜଣାପଡିଛି ।
BREAKING NEWS
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
Comments are closed.