ଭୁବନେଶ୍ୱର: ପୁଣି ଚମକିଲେ ଦୌଡରାଣୀ ଦୂତି ଚାନ୍ଦ । ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ୨ଶହ ମିଟର ଦୌଡରେ ଦୂତିଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ । ଶହେ ମିଟର ପରେ ଆଜି ଦୁଇ ଶହ ମିଟର ଦୌଡରେ ଓଡ଼ିଶା ପାଇଁ ପୁଣି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଦୂତି ଚାନ୍ଦ । ୨୩.୬୬ ସେକେଣ୍ଡରେ ସେ ୨ଶହ ମିଟର ଅତିକ୍ରିମ କରିଛନ୍ତି । ଶନିବାର ଶହେ ମିଟର ରେସ୍ରେ ଦୂତି ସ୍ୱର୍ଣ୍ଣ ଜିତିଥିଲେ । ଆଜି ପୁଣି ଥରେ ସେ ଗୋଲ୍ଡ ମେଡାଲ ହାତେଇଛନ୍ତି ।
BREAKING NEWS
- ଇନ୍କୋଇସ୍ ପକ୍ଷରୁ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର ୫.୦’: ଓଡ଼ିଶା ଉପକୂଳରେ ସମୁଦ୍ର ସଫେଇ ଓ ସଚେତନତା ଅଭିଯାନ
- stone crusher: ୪ ପଥର କ୍ରସର ୟୁନିଟକୁ NGT ଝଟକା;ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ…
- Vigilance trap:ଲାଞ୍ଚ ନେଇ ଧରାପଡ଼ିଲେ ICDS ସୁପରଭାଇଜର ଓ JRA
- Sambalpur police encounter:ନିଶା ମାଫିଆକୁ ଏନକାଉଣ୍ଟର; ଦେଶୀ ବନ୍ଧୁକ ସହ ବିପୁଳ କଫ ସିରପ୍ ଜବତ
- Ajit Doval Career: ‘ଶେଷ ହୋଇଗଲା କ୍ୟାରିୟର୍…’, ଅଜିତ ଡୋଭାଲଙ୍କ ବଡ ଖୁଲାସା! ଯେତେବେଳେ ଭାରତୀୟ ଏଜେଣ୍ଟକୁ ଧରି ପକାଇଥିଲା ଚୀନ୍…
- BBSR Family Tragedy: ତୁରୀ, ମହୁରୀରେ କମ୍ପିଥାନ୍ତା, କାନ୍ଦ ବୋବାଳିରେ ଫାଟୁଛି; କେଡେ ନିଷ୍ଠୁର ଏ ଦଇବ! ଏକାସାଙ୍ଗରେ ପୁଅ-ଝିଅ, ଜ୍ବାଇଁ, ନାତି-ନାତୁଣୀ ସମସ୍ତଙ୍କୁ ନେଇଗଲା…
- Surama Padhy in Cape Town: ଦିବ୍ୟାଙ୍ଗଙ୍କ ପାଇଁ ସଂସଦ ହେଉ ଅଧିକ ସମାବେଶୀ; କେପ୍ଟାଉନ୍ରେ ଓଡ଼ିଶାର ଉଦାହରଣ ରଖିଲେ ବାଚସ୍ପତି ସୁରମା ପାଢ଼ୀ
- Odisha Silicon Valley: ନରାଜ ହେବ ଓଡ଼ିଶାର ‘ସିଲିକନ୍ ଭ୍ୟାଲି’; ସେମିକନ୍ ଇଣ୍ଡିଆରୁ ମିଳିଲା ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ
- Deepveer: ଦୀପିକା-ରଣଭୀରଙ୍କ ଘରେ ପୁଣି ଖୁସିର ଲହରୀ, ଘରେ ପଡିଲା ରାଧାରାଣୀଙ୍କ ପାଦ…
- Heavy Rain Alert: ୨୨ରେ ଗଭୀର ଅବପାତ! ଓଡ଼ିଶାରେ ପ୍ରବଳ ବର୍ଷିବ…ଆଗାମୀ ୩-୪ ଦିନ ଉପରେ ନଜର…

Comments are closed.