Latest Odisha News

BREAKING NEWS

କୋରାପୁଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ: କୋରାପୁଟ ଜିଲ୍ଲାରେ ଶନିବାର ଦିନ ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମ ତୁଳସୀ ଉଲକା ଓରଫ୍ ସଙ୍ଗୀତା ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ସେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ କୋରାପୁଟ ଏସପି ମୁକେଶ କୁମାର ଭାମୋଙ୍କ ନିକଟରେ ଆତ୍ମସମର୍ପଣ କରିଛି । ସଙ୍ଗୀତା ଆନ୍ଧ୍ର-ଓଡିଶା ସୀମାର ସ୍ୱତନ୍ତ୍ର ଜୋନାଲ୍ କମିଟିର ଜଣେ ସଦସ୍ୟ ମାଓବାଦୀ ଥିଲେ ।

ପୂର୍ବରୁ ତାଙ୍କ ମୁଣ୍ଡରେ ୪ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ।

Leave A Reply

Your email address will not be published.