Latest Odisha News

BREAKING NEWS

ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ

ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଅନୁଭବ, ତାଙ୍କ ବାପା, ମାଙ୍କୁ ରାଜ୍ୟ ମହିଳା କମିଶନ ନୋଟିସ ଜାରି କରିଛନ୍ତି । ଆସନ୍ତା ୨୯ ତାରିଖରେ କମିଶନରେ ହାଜର ହେବାରୁ ସମସ୍ତଙ୍କୁ ନୋଟିସ ହୋଇଛି । ଏହି ତିନି ଜଣ ମହିଳା କମିଶନଙ୍କ ନିକଟରେ ପହଞ୍ଚି ନିଜ ପକ୍ଷ ରଖିବେ ।

ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ଭିଡିଓ  ଭାଇରାଲ ହେବା ନେଇ ଗତ ଦୁଇ ଦିନ ତଳେ ପୁରୀ ଘାଟ ଥାନାରେ ଅଭିଯୋଗ କରିଥିଲେ । ମହିଳା କମିଶନଙ୍କ ମଧ୍ୟ ଦ୍ବାରସ୍ଥ ହେଇଥିଲେ । ଅନୁଭବ ଓ ତାଙ୍କ ବାପା ମାଆଙ୍କ ମତ ରଖିବା ପରେ ମହିଳା କମିଶନ ନୋଟିସ୍ ହୋଇଛି ।

Leave A Reply

Your email address will not be published.