Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘର ସମେତ ୬ଟି ସ୍ଥାନରେ ଏହି ଭିଜିଲାନ୍ସ ଚଢଉ ଚାଲିଛି ।

ରାୟଗଡ଼ା ଭିଜିଲାନ୍ସ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ ୪ ଜଣିଆ ଟିମ ଏହି ଚଝଉ କରୁଛନ୍ତି । ରାୟଗଡ଼ା କସ୍ତୁରୀ ନଗର ବାଲାଜି ଟାୱାର ନିକଟ ବୀରେନ୍ଦ୍ରଙ୍କ ବାସ ଭବନରେ ଚଢ଼ାଉ ଜାରି ରଖିଛନ୍ତି । ଏଥି ସହ ଖରିଆର ରେଂଜରେ ଥିବା ତାଙ୍କ ଶ୍ୱଶୁର ଘରେ ମଧ୍ୟ ଢଉ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.