Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟ: ଟସ ଜିତିଲା ପାକିସ୍ତାନ, ଭାରତର ପ୍ରଥମେ ବ୍ୟାଟିଂ

ମାଞ୍ଚେଷ୍ଟର: ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଛି ବିଶ୍ୱକପ କ୍ରିକେଟ ମ୍ୟାଚ । ଟସରେ ଜିତି ପାକିସ୍ତାନ କପ୍ତାନ ସର୍ଫରାଜ ଅହମ୍ମଦ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରୁଥିଲେ ମଧ୍ୟ ପାକିସ୍ତାନ ବିପକ୍ଷରେ ବିଶାଳ ସ୍କୋର କରିବାକୁ ଚେଷ୍ଟା କରିବ ।

ରୋହିତ ଶର୍ମା ଓ କେ ଏଲ ରାହୁଲ ଭାରତ ଲାଗି ବ୍ୟାଟିଂ ଓପନ କରିବେ ।

Leave A Reply

Your email address will not be published.