ଲଣ୍ଡନ: କ୍ରିକେଟ ମହାକୁମ୍ଭ ୨୦୧୯ ଆଇସିସି ବିଶ୍ୱକପ କ୍ରିକେଟରେ ଭାରତ ଆଜି ତା’ର ଅଭିଯାନ ଆରମ୍ଭ କରୁଛି । ବିରାଟ ବାହିନୀ ବିଶ୍ୱକପର ପ୍ରଥମ ମ୍ୟାଚରେ ଭେଟୁଛି ଦକ୍ଷିଣ ଆଫ୍ରିକା ଦଳକୁ ।
ବିଶ୍ୱକପର ପ୍ରମୁଖ ଦାବିଦାର ଦଳଭାବେ କ୍ରିକେଟ ପଣ୍ଡିତମାନେ ଆଜିର ମ୍ୟାଚକୁ ଅପେକ୍ଷା କରିଛନ୍ତି ।
କ୍ରିକେଟ ବିଶାରଦମାନେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ, ୱେଷ୍ଟଇଣ୍ଡିଜ ତଥା ନ୍ୟୁଜିଲାଣ୍ଡ ପରି ଶକ୍ତିଶାଳୀ ଦଳଗୁଡ଼ିକର ଖେଳକୁ ପରଖି ସାରିଲେଣି । ବିଶ୍ୱକପ ଆରମ୍ଭ ହେବାର ୫ ଦିନ ପରେ ଟିମ୍ ଇଣ୍ଡିଆ ତା’ର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି ।
BREAKING NEWS
- ଅବକାରୀ ବିଭାଗର ନୂଆ ଗାଇଡଲାଇନ; ବେଳାଭୂମିରେ ମଦ ବିକିପାରିବ ଓଟିଡିସି..
- LPG ଗୁଜବକୁ ନେଇ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
- ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
Comments are closed.