Latest Odisha News

BREAKING NEWS

ଅଧାରୁ ଆରମ୍ଭ ହେଲା ସେମିଫାଇନାଲ୍, ମ୍ୟାଚ୍ ଜିତିବାକୁ ଭାରତର ୨୪୦ ରନ୍ ବିଜୟ ଲକ୍ଷ୍ୟ

ଲଣ୍ଡନ: ବର୍ଷା ବାଧାପ୍ରାପ୍ତ ହୋଇ ଗତକାଲି ଅଟକି ରହିଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ପୁଣି ଅଧାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ନ୍ୟୁଜିଲାଣ୍ଡ ଦଳ ୫ ୱିକେଟ ହରାଇ ୪୬.୧ ଓଭରରେ କରିଥିଲା ୨୧୧ ରନ୍ । ବର୍ଷା ନଥିବା ବେଳେ ଆଜି ୪୬.୨ ଓଭରରୁ ପୁନର୍ବାର ଖେଳ ଆରମ୍ଭ କରିଥିଲା କିୱି ଦଳ ।

ଆଜି ବୁମରା ତାଙ୍କର ଅସମ୍ପୂର୍ଣ୍ଣ ଓଭର୍ ଆରମ୍ଭ କରିଥିଲେ । ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍ ବ୍ୟାଟିଂ କରି ୮ ୱିକେଟ ବିନିମୟରେ କରିଛି ୨୩୯ ରନ୍ ।

Leave A Reply

Your email address will not be published.