ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁଣି କୁସ୍ତିରେ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛି । ରେସଲର ଭିନେସ ଫୋଗାଟ୍ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ସହ ଭାରତକୁ 11ତମ ସ୍ବର୍ଣ୍ଣ ମିିଳିଛି । 53 କେଜି ବର୍ଗରେ ସେ ଏହି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ପୂର୍ବରୁ ଏସିଆନ ଗେମରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ ।
Wrestler Vinesh Phogat scripts history yet again, from being the 1st Indian woman to win Gold at both #CWG & Asian Games, to becoming the 1st Indian woman to bag 3 consecutive Gold at #CommonwealthGames
India gets a Gold medal in Women's Wrestling 53Kgs pic.twitter.com/oKPmeIQXjW
— ANI (@ANI) August 6, 2022
Comments are closed.