ରୋହତାକ:ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ମହାବୀର ଫୋଗଟଙ୍କ ଝିଅ ସଙ୍ଗୀତା ଫୋଗଟ ରେସଲର ବଜରଙ୍ଗ ପୁନିଆଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବଜରଙ୍ଗ ସୋସିଆଲ ସାଇଟରେ ପତ୍ନୀ ତଥା ରେସଲର ସଙ୍ଗୀତାଙ୍କ ସହ ବିବାହ ବେଳର ଫଟୋ ଶେୟାର କରିଛନ୍ତି । ସଙ୍ଗୀତା ମଧ୍ୟ ଅନ୍ୟ ଭଉଣୀମାନଙ୍କ ପରି ୭ ସ୍ଥାନରେ ୮ଥର ପରିକ୍ରମା କରିଥିଲେ । ୮ମ ପରିକ୍ରମା ବେଟୀ ବଚାଓ ବେଟୀ ପଢ଼ାଓ ପାଇଁ ନେଇଥିଲେ ।
ବିବାହ ଏକ ଅଦ୍ଭୁତ ସଂଯୋଗ । ମୁଁ ମୋ ଜୀବନସାଥୀକୁ ନେଇ ଘରକୁ ଯାଉଛି ବୋଲି ବଜରଙ୍ଗ ଲେଖିଛନ୍ତି । ଆଗକୁ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ସଫଳ ହେବା ନେଇ ଆପଣଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଚାହୁଁଛି । ପୂର୍ବରୁ ଅଲିମ୍ପିକ ପରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ଚାହିଁଥିଲେ । ମାତ୍ର କରୋନା ଯୋଗୁ ଅଲିମ୍ପିକ ଘୁଂଚିଲା ଫଳରେ ଉଭୟ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ ।
BREAKING NEWS
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
- Odisha Budget 2026-27: ଏହି ଦିନରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ, ୨୦ରେ ବଜେଟ୍ ଉପସ୍ଥାପନ
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
- ବଲିଉଡ ଫିଲ୍ମ କାହିଁକି ଶୁକ୍ରବାର ଦିନ ରିଲିଜ୍ ହୁଏ ?
- CBI Raid: ୭୫ ହଜାର ଟନ୍ କୋଇଲାର ମିଳୁ ନାହିଁ ହିସାବ; MCLରେ ସିବିଆଇର ତନାଘନା
- ରାଜ୍ୟର ସହରାଞ୍ଚଳରେ ପାର୍କର ବଦଳିବ ରୂପରେଖ: ନଗର ଉନ୍ନୟନ ମନ୍ତ୍ରୀ
Comments are closed.