Latest Odisha News

BREAKING NEWS

ଚାଲିବା ଶୈଳୀ କହେ ବ୍ୟକ୍ତିତ୍ବ

ଭୁବନେଶ୍ବର: ଆପଣ ଜାଣିଛନ୍ତି ! ଆପଣଙ୍କ ଚାଲିବା ଶୈଳୀରୁ ଆପଣଙ୍କ ବ୍ୟକ୍ତିତ୍ବ ଜଣାପଡେ ।

ଆପଣ ଯଦି ବହୁତ ଆରମରେ ଛୋଟ ଛୋଟ ଷ୍ଟେପ ପକାଇ ଚାଲୁଛନ୍ତି, ତେବେ ଆପଣ ବହୁତ ଶାନ୍ତ ସ୍ବାଭବର ମଣିଷ । ନିଜ ଜୀବନକୁ ନିଜ ହିସାବରେ ବଞ୍ଚିବାକୁ ଭଲ ପାଆନ୍ତି ।

ସେହିପରି ଯଦି ଆପଣ ଲମ୍ବା ଷ୍ଟେପ୍ ପକାଇ ଚାଲୁଥାନ୍ତି, ତେବେ ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି । ଏହିପରି ବ୍ୟକ୍ତିମାନେ ଗୋଟିଏ ସମୟରେ ଅନେକ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାନ୍ତି । ଆଉ ଏମାନେ ମଧ୍ୟ ଅନ୍ୟ ବ୍ୟକ୍ତିଙ୍କ ଠାରୁ ମଧ୍ୟ ଆଶା ରଖିଥାନ୍ତି କି ଏପରି ଚାଲନ୍ତୁ ।

https://youtube.com/shorts/F0lOmRtuUSY?si=h2AoJvAMQRlvyOc0

ପାଦ ଘୋଷାଡିକି ଚାଲୁଥିବା ବ୍ୟକ୍ତିମାନେ କୌଣସିବି କଥାରେ ଜଲଦି ନିରାଶ ହୋଇଯାଇଥାନ୍ତି । ତାଙ୍କ ମନରେ କୌଣସି ଏକ ଭୟ ରହିଥାଏ ।

ଯେଉଁମାନେ ଚାଲିବା ସମୟରେ ଗଭୀର ଚିନ୍ତାରେ ଥାନ୍ତି, ଜାଣିବେ ଯେ ସେମାନଙ୍କର ସ୍ବଭାବ ହେଲା ଅତ୍ୟଧିକ ଚିନ୍ତା କରିବା ।

ଆଉ କିଛିଜଣଙ୍କ ଅଭ୍ୟାସ ଥାଏ ଚାଲିବାବେଳେ ଷ୍ଟେପ ଗଣିବା । ଏପରି ଲୋକମାନେ ସ୍ବାଭାବରେ ବହୁତ ଶାନ୍ତ ଏବଂ ଲାଜକୁଳା ଅଟନ୍ତି ।

 

Comments are closed.