Latest Odisha News

BREAKING NEWS

ଲଜ୍ଜା ! ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜା । ଜଣେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ । ବନ୍ଧା ଗେଲେ ଜଣେ ଯୁବକ । ବାରିପଦା ଟାଉନ ଥାନା ଅଞ୍ଚଳରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଜଙ୍ଗଲକୁ ବୁଲାଇ ନେବା ବାହାନାରେ ଅଭିଯୁକ୍ତ ନାବାଳିକାଙ୍କୁ ସାଙ୍ଗରେ ନେଇଥିଲା । ପରେ ଏକୁଟିଆ ପାଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଗିରଫ କରିବା ସହ ପଚରାଉଚରା କରିଛି ପୋଲିସ । ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.