Latest Odisha News

BREAKING NEWS

Browsing Tag

Youth Arrested

ଚଳନ୍ତା ଟ୍ରେନରେ ଛୁରାମାଡ଼ କରି ବନ୍ଧାହେଲେ ଅଭିଯୁକ୍ତ

ଭୁବନେଶ୍ୱର: ଚଳନ୍ତା ଟ୍ରେନରେ ଛୁରାମାଡ଼ । ଫାଲକନାମା ଏକ୍ସପ୍ରେସ ଫ୍ୟାଣ୍ଟ୍ରି କାର୍‌ରେ ଛୁରାମାଡ଼ ହୋଇଛି । ଛୁରାମାଡ଼ରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ରେଳବାଇ ପୋଲିସ ଆରମ୍ଭ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି । ଫାଲକନାମା…

ବୁଲିବାଇ ଆପ୍: ଓଡ଼ିଶାରୁ ଜଣେ ଗିରଫ!

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲିବାଇ ଆପ୍ ମାମଲା  । ଏହି ମାମଲାରେ ଓଡ଼ିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଓଡ଼ିଶାରୁ ଜଣକୁ ଗିରଫ ନେଇ ANI ସୂତ୍ରରୁ ସୂଚନା ମିଳିଛି । ମୁମ୍ବାଇ ପୋଲିସ୍ ର ସାଇବର ସେଲକୁ ମିଳିଥିବା ଅଭିଯୋଗ ପରଠାରୁ ସାଇବର ସେଲ୍ ଏହି…

ଲଭ୍-ସେକ୍ସ-ଧୋକା: ପ୍ରତାରକ ପ୍ରେମିକ ଗିରଫ

ସମ୍ୱଲପୁର: ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ପ୍ରତାରଣା । ଯୁବତୀଙ୍କୁ ଗର୍ଭବତୀ କରାଇବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରାଇବାକୁ ଧମକ ଦେବା ଅଭିଯୋଗରେ ବନ୍ଧା ହେଲେ ପ୍ରେମିକ । ସମ୍ୱଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରୁ ଏମିତି ଘଟଣା ସାମନାକୁ ଆସିଛି । ପୀଡ଼ିତଙ୍କ ଅଭିଯୋଗ…

କାର ଘଷି ହୋଇ ଯିବାରୁ ବରିଷ୍ଠ ନାଗରିକଙ୍କୁ ମାଡ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ନିକଟରେ ପେଟ୍ରୋଲ ପକାଇବା ବେଳେ ଜଣେ ଯୁବକଙ୍କ କାର ମିରର୍ ସହ ଜଣେ ବରିଷ୍ଠ ନାଗରିକଙ୍କ କାର ଘଷି ହୋଇଯିବାରୁ ତୁମୁଳକାଣ୍ଡ । ଯୁବକ ଜଣକ ବରିଷ୍ଠ ନାଗରିକଙ୍କୁ ନିସ୍ତୁକ ମାଡ ମାରିବା ସହ ପାଞ୍ଚ ହଜାର ଟଙ୍କା ଦାବି କରିଥିଲା । ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ…

ପୂର୍ବତନ ପ୍ରେମିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ଯୁବକ ଗିରଫ

ବାଙ୍କୀ: ସୋସିଆଲ୍ ମିଡିଆରେ ପୂର୍ବତନ ପ୍ରେମିକାଙ୍କ ଅଶ୍ଲୀଳ ଭିଡିଓ ପୋଷ୍ଟ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି । ବାଙ୍କୀ ପୋଲିସ ଏହି ମାମଲାରେ ଜଣେ ଯୁବକଙ୍କୁ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ, ଭାଇରାଲ୍ ଭିଡିଓ ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ…

୬୦ଲକ୍ଷ ଅନଲାଇନ ଠକେଇ, ଭଦ୍ରକରୁ ଗିରଫ ଯୁବକଙ୍କୁ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ

ଭଦ୍ରକ: ଅନଲାଇରେ ଠକେଇ । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକ ଜିଲ୍ଲାରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ୬୦ ଲକ୍ଷ ଟଙ୍କାର ଅନଲାଇନ୍ ଠକେଇ ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ । ଏଥିପାଇଁ ଦିଲ୍ଲୀ ପୋଲିସ ଟିମ୍ ଭଦ୍ରକରେ ପହଞ୍ଚିଛି । ଗିରଫ ଯୁବକଙ୍କ ନାଁ…

ଲଜ୍ଜା ! ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜା । ଜଣେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ । ବନ୍ଧା ଗେଲେ ଜଣେ ଯୁବକ । ବାରିପଦା ଟାଉନ ଥାନା ଅଞ୍ଚଳରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଜଙ୍ଗଲକୁ ବୁଲାଇ ନେବା ବାହାନାରେ ଅଭିଯୁକ୍ତ ନାବାଳିକାଙ୍କୁ ସାଙ୍ଗରେ ନେଇଥିଲା । ପରେ ଏକୁଟିଆ ପାଇ…