ପୁରୀ: ପୁରୀରେ ପେଂଠକଟା ନିକଟରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶତାଧିକ ବ୍ୟକ୍ତି ଦଳରେ ଯୋଗ ଦେଇଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ସରକାର ଜନସାଧାରଣଙ୍କ ନିକଟରୁ ଦୂରେଇ ଯାଉଛନ୍ତି । କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିଛନ୍ତି । ଯୁବ କଂଗ୍ରେସର ଜିଲ୍ଲାସ୍ତରୀୟ ନେତା ଆଲୋକ କୁମାର ଦାସ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନଗର କଂଗ୍ରେସ ସଭାପତି ଛବୀନ୍ଦ୍ର ପଢ଼ିହାରୀ, ଯୁବ ନେତା ଭାଗିରଥୀ ସେନାପତି, ପୁରୀ ଜିଲା ଲିଗାଲ ସେଲ ସଭାପତି କାଳୀ ପ୍ରସାଦ ନାୟକ, ଛାତ୍ର କଂଗ୍ରେସ ବିଧାନସଭା ସଭାପତି ଅଗଷ୍ଟିନ ଜୋସେଫ, ସ୍ଲମ ନେତା ମନୋଜ ମଣ୍ଡଳ, ସ୍ମୃତି ରଂଜନ ପତି ଓ ପେଂଠକଟାର ଯୁବନେତା କୃପା ରାଓ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଦଳରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ କଂଗ୍ରେସ ଉତରୀୟ ସହ ସମ୍ମାନୀତ କରାଯାଇଥିଲା ।
BREAKING NEWS
- ୧ ହଜାର ଷଣ୍ଢଙ୍କୁ ନେଇ ଆରମ୍ଭ ବିବାଦୀୟ ଜଲ୍ଲିକଟ୍ଟୁ…
- India Vs Iran: ଭାରତ ନା ଇରାନ ? ସ୍ୱାଦ, ରଙ୍ଗ ଏବଂ ସୁଗନ୍ଧ ଦୃଷ୍ଟିରୁ କେଉଁ ଦେଶର କେସର ୧ ନମ୍ବର…
- ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ନବୀକରଣ; ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ବିଆଇଟିଏମ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
- ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନଙ୍କ ନାଁରେ ଖାଉଟି ଅଦାଲତରେ ଏତଲା ରୁଜୁ
- ଭାରତକୁ ଧମକ ଦେଲା ଆତଙ୍କବାଦୀ ରୌଫ୍
- Iran Crisis: ଇରାନ ସଂକଟ ମଧ୍ୟରେ ଭାରତର ପଦକ୍ଷେପ, ଆରମ୍ଭ ହେଲା ବଡ଼ ଅପରେସନ
- Protests Against SIR: ପଶ୍ଚିମବଙ୍ଗରେ SIR ବିରୋଧରେ ହିଂସାତ୍ମକ ପ୍ରତିବାଦ, BDO କାର୍ଯ୍ୟାଳୟରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଲେ ପ୍ରତିବାଦକାରୀ…
- Elephant Died: ବୋମା ଖାଇଥିବା ଗୁରୁତର ହାତୀର ମୃତ୍ୟୁ…
- ED Raid: ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ଇଡି ଚଢ଼ାଉ
- Machado Gave Nobel to Trump: ନିଜ ନୋବେଲ୍ ପୁରସ୍କାରକୁ ଟ୍ରମ୍ପଙ୍କୁ ଉପହାର ଦେଲେ ମାଚାଡୋ… କ’ଣ ଏବେ ଆମେରିକା ରାଷ୍ଟ୍ରପତି ନୋବେଲ ବିଜେତା?
Comments are closed.