Latest Odisha News

BREAKING NEWS

ଡିଜିସିଆଇ ପକ୍ଷରୁ ଭିରାଫିନ ଔଷଧ ବ୍ୟବହାର ନେଇ ସବୁଜ ସଙ୍କେତ

ନୂଆଦିଲ୍ଲୀ: ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) ଶୁକ୍ରବାର ଜାଏଡସ କାଡିଲାର ଔଷଧ ଭିରାଫିନକୁ ବ୍ୟବହାର ପାଇଁ ସବୁଜ ସଙ୍କେତ ପ୍ରଦାନ କରିଛି । ତେବେ ଏହି ଔଷଧକୁ କେବଳ ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ୟବହାର କରାଯାଇ ପାରିବ । ମଧ୍ୟମ ଧରଣର ଆକ୍ରାନ୍ତ କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯାଇ ପାରିବ ।

ବର୍ତମାନ ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆବଶ୍ୟକୀୟ ଔଷଧ ଯଥେଷ୍ଟ ପରିମାଣରେ ମହଜୁଦ ରଖିବା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଆଉ ଏକ ଔଷଧକୁ ମାନ୍ୟତା ମିଳିଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଉଛି ।

Leave A Reply

Your email address will not be published.