Latest Odisha News

BREAKING NEWS

Browsing Tag

Nurseing Home

କୋଭିଡ ନିୟମ ଉଲ୍ଲଂଘନ: ସିଲ୍ ହେଲା ୩ଟି ନର୍ସିଂହୋମ୍‌

ଝାରସୁଗୁଡା: ପୁଣି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ । ମାନିଲେନି ନିୟମ । ସିଲ୍ ହେଲା ୩ଟି ନର୍ସିଂହୋମ୍ । ଝାରସୁଗୁଡାରେ କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ତିନୋଟି ନର୍ସିଂହୋମ୍‌କୁ ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ନେଇ ସୂଚନା ମିଳିଛି । ସହରରେ ଥିବା ଅଗ୍ରୱାଲ ନର୍ସିଂହୋମ, ଆର. କେ.…

ରାଜଧାନୀର ରୁଚିକା ନର୍ସିଂହୋମରେ ପଡିଲା ତାଲା

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ରୁଚିକା ନର୍ସିଂ ହୋମରେ ତାଲା ପଡିଛି । ବରମୁଣ୍ଡା ଜିବି କୋଲନୀରେ ଥିବା ଏହି ନର୍ସିଂ ହୋମରେ ଆଜି ବିଏମସି ଓ ବିଡିଏର ଟିମ୍ ଚଢାଉ କରିଥିଲେ । ନର୍ସିଂ ହୋମ୍ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା ।…

ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ବିଏମ୍‌ସିର ନୂଆ ଗାଇଡଲାଇନ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ଚିନ୍ତା ବଢ଼ାଇଛି ଲୋକାଲ କଣ୍ଟାକ୍ଟ । ଏଥିପାଇଁ ବିଏମ୍‌ସି କଡା ପଦକ୍ଷେପ ନେଇଛି । ବିଶେଷ କରି ବସ୍ତି ଅଞ୍ଚଳ ପାଇଁ କରୋନା ବୃଦ୍ଧି ପାଉଥିବା କୁହାଯାଉଥିବା ବେଳେ ଏଥପ୍ରତି ଅଧିକ ଦୃଷ୍ଟି ଦେଇଛି…

କୋଭିଡ-୧୯ ନିୟମ ଉଲ୍ଲଙ୍ଘନ: ବେସରକାରୀ ହସ୍ପିଟାଲରେ ଚଢ଼ାଉ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀର ବ୍ଲୁ ହ୍ୱିଲ୍ ହସ୍ପିଟାଲ ସିଲ୍ ହେବା ପରେ ଅନ୍ୟ ବେସରକାରୀ ହସ୍ପିଟାଲ ଉପରେ ଚଢ଼ାଉ ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରର କିଛି ନର୍ସିଂ ହୋମ୍ ଓ ବେସରକାରୀ ହସ୍ପିଟାଲ ଉପରେ ରେଡ୍ କରାଯାଇଛି । ପୋଲିସ, ବିଏମ୍‌ସି ଅଧିକାରୀ ଏବଂ…