Latest Odisha News

BREAKING NEWS

ସାଲେପୁରରେ ଗ୍ୟାସ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡି

ସାଲେପୁର : ସାଲେପୁରରେ ଅଭାବନୀୟ ଘଟଣା । ଗ୍ୟାସ ଟାଙ୍କି ଫାଟିଯିବାରୁ ହଠାତ୍ ନିଆଁ ଲାଗିଯାଇଥିଲା । ଅଙ୍ଗନବାଡିରୁ ପ୍ରଚୁରମାତ୍ରାରେ ଧୂଆଁ ବାହାରିଥିଲା । ମାହାଙ୍ଗା ଲଳିତଗିରି ଗାଁ ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।  ପାଚିକା ରୋଷେଇ କଲା ବେଳେ ହଠାତ୍ ନିଆଁ ବ୍ୟାପିଯଆଇଥିଲା । ତେବେ ନିଆଁ ଜଳିବା ଦେଖି ପିଲାଙ୍କୁ ଘରୁ ବାହାରକୁ ନେଇଆସିଥିଲେ ସହାୟିକା ।

Leave A Reply

Your email address will not be published.