Latest Odisha News

BREAKING NEWS

Browsing Tag

Salepur

ହାଟରେ ଚାଉଳ ବିକିବାକୁ ସାଇକେଲରେ ଯାଉଥିଲେ, ବଜ୍ରପାତରେ ଚାଲିଗଲା ଜୀବନ

ସାଲେପୁର: ବଜ୍ରପାତ ନେଲା ଜୀବନ । ସାଇକେଲ ଯୋଗେ ହାଟରେ ଚାଉଳ ବିକ୍ରି କରିବାକୁ ଯାଉଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ନେମାଳ ଥାନା କଣ୍ଟାପାରି ଗାଁର ଶୁଭେନ୍ଦୁ ଶେଖର ସାହୁ । ଶୁଭେନ୍ଦୁ ସାଇକେଲରେ ଚାଉଳ ନେଇ ନିଶ୍ଚିନ୍ତକୋଇଲା ହାଟକୁ ଯାଉଥିବା ବେଳେ ବରପଡ଼ା ବ୍ରିଜ୍ ଉପରେ…

ଲୁଟ୍‌ ବେଳେ ଆକ୍ରମଣର ଶିକାର ହେଲେ ସ୍ୱାମୀ ସ୍ତ୍ରୀ

ସାଲେପୁର: ନେମାଳ ଲେଣ୍ଡର ଭଗବାନପୁରରେ ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୁତ୍ତ  । ଲୁଟ ସମୟରେ ପ୍ରତିବାଦ କରିବାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି  ।  ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସାଲେପୁର ନେମାଳ ଲେଣ୍ଡର ଭଗବାନପୁର ଗାଁରେ ଜଣକ ଘରେ ପଶି…

ସାଲେପୁରରେ ଗ୍ୟାସ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡି

ସାଲେପୁର : ସାଲେପୁରରେ ଅଭାବନୀୟ ଘଟଣା । ଗ୍ୟାସ ଟାଙ୍କି ଫାଟିଯିବାରୁ ହଠାତ୍ ନିଆଁ ଲାଗିଯାଇଥିଲା । ଅଙ୍ଗନବାଡିରୁ ପ୍ରଚୁରମାତ୍ରାରେ ଧୂଆଁ ବାହାରିଥିଲା । ମାହାଙ୍ଗା ଲଳିତଗିରି ଗାଁ ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।  ପାଚିକା ରୋଷେଇ କଲା ବେଳେ ହଠାତ୍ ନିଆଁ…