Latest Odisha News

BREAKING NEWS

ସମଲେଶ୍ୱରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣା: ପୁଣି ଜଣେ ନିଲମ୍ବିତ

ଭୁବନେଶ୍ୱର : ହାୱଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ଅଗ୍ନିକାଣ୍ଡ ଘଟଣାରେ ବୁଧବାର ଦିନ ରେଳବାଇ ପକ୍ଷରୁ କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ପୁଣି ଜଣେ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

ନିଲମ୍ବିତ କର୍ମଚାରୀ ଜଣକ ହେଲେ ସନ୍ତୋଷ କୁମାର ଏବଂ ସେ ହେଲପର ଭାବେ କାର୍ଯ୍ୟରତ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଏହି ଘଟଣାରେ ପୂର୍ବରୁ କେଉଟଗୁଡା ଓ ସିଙ୍ଗାପୁର ରୋଡର ୩ ଜଣ ଷ୍ଟେସନ୍ ମାଷ୍ଟରଙ୍କୁ ରେଳବାଇ ପକ୍ଷରୁ ନିଲମ୍ବିତ କରାଯାଇଥିଲା ।

Leave A Reply

Your email address will not be published.