Latest Odisha News

BREAKING NEWS

Browsing Tag

Fire Mishap

ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୬ ଜୀବନ୍ତ ଦଗ୍ଧ

ସିକନ୍ଦରାବାଦ:ଜଳିଗଲାଳ ୩ ମହଲା କୋଠା । କୋଠା ସହ ଜୀବନ୍ତ ଦଗ୍ଧ ହୋଇଗଲେ ୬ । ଏପରି ହୃଦୟଥରା ଘଟଣା ଘଟିଛି ତେଲେଙ୍ଗାନାର ସିକନ୍ଦରାବାଦରେ । ସିକନ୍ଦରାବାଦର  ସ୍ୱପ୍ନାଲୋକ୍ କମ୍ପେ୍ଲକ୍ସର ୮ ମହଲା ବିଲ୍ଡିରେ  ଗତକାଲି ରାତିରେ ନିଆଁ ଲାଗି ଯାଇଛି । କୋଠା ଭିତରେ ଥିବା ୪ଜଣ ଯୁବତୀ ଓ ୨ଜଣ…

ନାକେଦମ ହେଲେଣି ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ, ତଥାପି ଥମୁନି ନିଆଁ

ପୁରୀ:ଆୟତ୍ତ ହୋଇ ପାରୁନି ନିଆଁ । ନାକେଦମ ହେଲେଣି ଅଗ୍ନିଶମ ବିଭାଗ । ଭିତର ବନ୍ଦ ରହିଥିବା କୋଠରୀ ର ସାମଗ୍ରୀରେ ନିଆଁ ଏଯାବତ କୁହୁଳୁଥିବାର ଜଣାପଡୁଛି ।ଏବଂ ଉତ୍ତାପର ପରିମାଣ ଏତେ ଅଧିକା ରହିଛି ଦୋକାନର ସଟର କିଛି ମାତ୍ରାରେ ତରଳିବାରେ ଲାଗୁଛି । ଏପରି ଭୟାବହ ସ୍ଥିତି ଦେଖିବାକୁ ମିଳିଛି…

ଚାନ୍ଦୀନି ଚୌକରେ ଅଗ୍ନିକାଣ୍ଡ, ୫୦ ଦୋକାନ ପୋଡି ପାଉଁଶ

ନୂଆଦିଲ୍ଲୀ:  ରାତିସାରା ହୁତୁ ହୁତୁ ହୋଇ ଜଳୁଛି ନିଆଁ । ଜଳୁଥିଲା ଦୋକନା ଘର । ଏକାଥରକେ ୫୦ ଦେକାନ ଜଳି ପାଉଁଶ ହୋଇଗଲା । ଅଗ୍ନିଶମ ବିଭାଗ ଚେଷ୍ଟା କରି ବି ନିଆଁକୁ ଆୟତ୍ତ କରିପାରିଲାନି ।   ରାତିସାରା ୪୦ରୁ ଅଧିକ ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏପରି…

ଜଳିଗଲା ଘର, ୭ ଶିଶୁ ସମେତ ୨୧ ଜୀବନ୍ତ ଦଗ୍ଧ

ଜାବାଲିଆ (ପାଲେଷ୍ଟାଇନ): ପାଲେଷ୍ଟାଇନ ଜାବା ସହରର ଉତ୍ତର ଭାଗରେ ଥିବା ଏକ ଘରେ ନିଆଁ ଲାଗି ୭ ଶିଶୁଙ୍କ ସମେତ ୨୧ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ପାଲେଷ୍ଟାଇନ ଇନକଲାବକୁ ନିୟନ୍ତ୍ରଣରେ ରଖିଥିବା ହମାସ୍୍ ଇସ୍ଲାମବାଦୀଙ୍କ କହିବା ଅନୁଯାୟୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।…

[ଦେଖନ୍ତୁ ଭିଡିଓ] ବଢୁଛି ପେଟ୍ରୋଲ୍ ଓ ଡିଜେଲ ଦର, ଜଳିଯାଉଛି ଇଲେକ୍ଟ୍ରିକ୍ ଗାଡି

ଭୁବନେଶ୍ୱର: ପେଟ୍ରୋଲ୍ ଓ ଡିଜେଲର ବଢୁଥିବା ଦାମ୍ ଏବେ ଲୋକଙ୍କୁ ଇଲେକ୍ଟ୍ରିକ୍ ଯାନ ଆପଣେଇବାକୁ ଉତ୍ସାହିତ କରୁଛି । ହେଲେ ଦୁଇ ଚକିଆ ଇଲେକ୍ଟ୍ରିକ୍ ଗାଡିରେ ଲଗାତାର ଭାବେ ଅଗ୍ନିକାଣ୍ଡ ଘଟଣା ଲୋକଙ୍କୁ ଦ୍ୱନ୍ଦରେ ପକାଇଛି । ନାସିକରୁ ଆସିଛି ଏହି ଭିଡିଓ । ଜିତେନ୍ଦ୍ର ଇଭି ନାମକ ଏକ…

[ଭିଡିଓ] ଦୀପ ଜାଳିଦେଲା ୬ ବଖରା ଘର, ଜଣେ ଗୁରୁତର

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଗନ୍ନାଥପୁର ପଂଚାୟତ ଅଧିନସ୍ତ ସୀତାପୁର ଗାଁରେ ଘରପୋଡି ଘଟଣା । ଅଗ୍ନିକାଣ୍ଡରେ ଦୁଇଟି ପରିବାର ବେସାହାରା ହୋପଡିଥିଲାବେଳେ ଜଣକର ଅବସ୍ଥା ଗୁରୁତର ରହିଛି । ଗତକାଲି ରାତିରେ ସୀତାପୁର ଗାଁର ବିଜୟ କୁଣ୍ଡିଙ୍ଗ ଓ ପାତିକା ନରେଶଙ୍କ ପରିବାର ଲୋକେ…

ପେଟ୍ରୋଲ ପମ୍ପରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଲୋକେ

ପୁରୀ: ଅସାବଧାନତା କାରଣରୁ ବହୁ ଲୋକଙ୍କୁ ମୃତ୍ୟୁ ମୁଖରେ ପକାଇଦେଇପାରେ । ତାହାର ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଏକ ପେଟ୍ରୋଲ ପମ୍ପରେ । ପୁରୀ ପେଣ୍ଠକଟା ଓପିଡ଼ିସି ପରିଚାଳିତ ଆଇଓସିଏଲ ଫିଲିଂ ଷ୍ଟେସନ ପରିସରରେ ଗତକାଲି ରାତିରେ ନିଆଁ ଲାଗିଥିଲା । ସ୍କୁଟିରେ ତେଲ ପକାଇଲାବେଳେ…

ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ନବରଙ୍ଗପୁର : ନବରଙ୍ଗପୁରରେ ଭୟଙ୍କର ଅଗ୍ନିକାଣ୍ଡ । ସହରରେ ଥିବା ଏକ ଲୁଗା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବାକୁ ୬ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ନିଆଁ ପ୍ରକୋପ ଏତେ ଅଧିକ ଅଛି ଯେ, ଏହାକୁ ଆୟତ୍ତ କରାଯାଇ ପାରିନାହିଁ । ଏସିରୁ ସର୍ଟ ସର୍କିଟରୁ ହୋଇ ନିଆଁ…

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୫ ଗୁରୁତର

କେନ୍ଦ୍ରାପଡ଼ା: ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ପୋଡ଼ି ହୋଇ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଭିତରେ ଅଛି ଗୋଟିଏ ୨୦ ଦିନର ଶିଶୁ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରୁ । ଗତକାଲି ବିଳମ୍ବିତ ରାତିରେ ଏହି…

ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଗଲା ୧୪ ବଖରା ଘର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମର ଖଇରଜୋଳା ସାହିରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଗ୍ରାମରେ ଥିବା ୧୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।