Latest Odisha News

BREAKING NEWS

ଟ୍ରେନ୍‌ ଦୁର୍ଘଟଣା, ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

ଅନୁଗୁଳ : ଟ୍ରେନ୍‌ ଦୁର୍ଘଟଣାରେ ଜଣେ ଗୁରୁତର । ଅନୁଗୁଳ ଜିଲ୍ଲା ରାଧାକିଶୋରପୁର ଷ୍ଟେସନ୍‌ ନିଟକରେ ଘଟିଛି ଏହି ଦୁର୍ଘଟଣା ।

ବୁଧବାର ସକାଳ ସମୟରେ ରାଧାକିଶୋରପୁର ଷ୍ଟେସନ୍ ନିକଟରେ ଜଣେ ବ୍ୟକ୍ତି ଟ୍ରେନ୍‌ରୁ ପଡି ଗୁରୁତର ହୋଇଛନ୍ତି । ଟ୍ରେନ୍‌ରେ ଚଢୁଥିବା ବେଳେ ସେହି ବ୍ୟକ୍ତିଙ୍କର ଗୋଡ଼ ଖସିଯାଇଥିଲା । ଯାହାଫଳରେ ସେ ଦୁର୍ଘଟଣାରେ ଶୀକାର ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୁରୁତର ହୋଇପଡ଼ିଥିବା ମୃତକ ଜଣଙ୍କର ଏଯାଏଁ ପରିଚୟ ମିଳିପାରିନି । ପୁଲିସ୍ ପକ୍ଷରୁ ଅଧିକ ଛାନଭିନ୍ ଜାରି ରହିଛି।

Leave A Reply

Your email address will not be published.