Latest Odisha News
Browsing Tag

Train accident

ପୁଣି ରେଳ ଦୁର୍ଘଟଣା, ଷ୍ଟପର ଭାଙ୍ଗି ଷ୍ଟେସନ ଭିତରକୁ ମାଡ଼ିଗଲା ଟ୍ରେନ

ଭୋପାଳ: ଛତିଶଗଡ଼ର ବିଳାସପୁରରେ ରେଳ ଦୁର୍ଘଟଣା। ବିଳାସପୁର ରେଳ ଷ୍ଟେସନରେ ଘଟିଛି ଏହି ଦୁର୍ଘଟଣା। ଗତ ମଙ୍ଗଳବାର ରାତିରେ ଛତିଶଗଡ଼ ଏକ୍ସପ୍ରେସ ସିଗନାଲ ଭାଙ୍ଗି ଷ୍ଟେସନରେ ଥିବା ଷ୍ଟପର ଉପରକୁ ଚଢି ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଯାତ୍ରୀଙ୍କ ମଧ୍ୟରେ ହୋ ହଲ୍ଲା ଦେଖାଦେଇଥିଲା।…

ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା, ୨୨ ମୃତ

କରାଚି: ରବିବାର ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ରାବଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ୍ ହୋଇଥିବା ବେଳେ ଏବେ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହୋଇଛି । ୮୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଶହଜାଦପୁର ଓ ନବାବଶାହ ମଝିରେ ଥିବା ସହାରା…

ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ

ବାଲେଶ୍ୱର: କେତେ ସୁରକ୍ଷିତ ଭାରତୀୟ ରେଳ ? ବାହାନଗା ଟ୍ରେନ୍ ଦୁର୍ଘଟଣାର ଦେଢ଼ ମାସ ପରେ ପୁଣି ରଲୱେର ଅବହେଳା ସାମ୍ନାକୁ ଆସିଛି । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣ ଟଳି ଯାଇଛି । ଭଦ୍ରକ-ବାଲେଶ୍ୱର ମେମୁ ନୀଳଗିରି ଷ୍ଟେସନ ଛାଡ଼ି ବାଲେଶ୍ୱର ଅଭିମୁଖେ ଯାଉଥିଲା ।…

୫ ଦିନିଆ ସିବିଆଇ ରିମାଣ୍ଡରେ ବାହାନଗା ଟ୍ରେନ୍ ଦୁର୍ଘଟଣାର ୩ ଅଭିଯୁକ୍ତ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାର ୩ ଅଭିଯୁକ୍ତଙ୍କୁ ସିବିଆଇ ରିମାଣ୍ଡରେ ନେଇଛି । ୫ ଦିନ ପାଇଁ ସିବିଆଇ ରିମାଣ୍ଡ ଆବେଦନ କରିଥିଲା, ସ୍ୱତନ୍ତ୍ର ସିବିଆଇ କୋର୍ଟ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି । ରେଳବାଇର ସେକ୍ସନ୍ ଇଞ୍ଜିନିୟର…

ବାହାନଗା ଟ୍ରେନ୍ ଦୁର୍ଘଟଣା, ୩ ଜଣଙ୍କୁ ବାନ୍ଧିଲା ସିବିଆଇ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୩ ଜଣ ଗିରଫ । ୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ନେଇ ସୂଚନା ମିଳିଛି । ଭାରତୀୟ ରେଳବାଇର ୩ ଜଣ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି । ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ, ଟେକ୍ନିସିଆନ୍ ପପୁ କୁମାର, ସିନିୟର ସେକ୍ସନ୍…

କେନ୍ଦ୍ରକୁ ରେଳ ଦୁର୍ଘଟଣାର ଜବାଵ ମାଗିଲେ କଂଗ୍ରେସ ନେତା

ଭୁବନେଶ୍ୱର: ବାଲେଶ୍ୱର ରେଳ ଦୁର୍ଘଟଣାରେ କେତେ ଜୀବନ ଅକାଳରେ ଚାଲିଗଲା। ଏହାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଲା। ଦେଶର ରାଜନୀତି ମଧ୍ୟ ତୀଵ୍ର ହେଲା। ଘଟଣାର ସିବିଆଇ ତଦନ୍ତ ମଧ୍ୟ ଚାଲିଛି। କିନ୍ତୁ ଏହାର ଫଳ କଣ ବୋଲି ପ୍ରଶ୍ନ କରିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ…

ବାହାନଗା ଟ୍ରେନ ଦୁର୍ଘଟଣା, ଦକ୍ଷିଣ-ପୂର୍ବ ରେଳପଥର ୧୨୫ କୋଟି ଟଙ୍କା କ୍ଷତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୧୨୫ କୋଟି ଟଙ୍କା କ୍ଷତି ହୋଇଥିବା ରିପୋର୍ଟ ଆସିଛି। ଏହି ଭୟାବହ ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୫ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବା…

ଯାଜପୁର ରୋଡ୍ ରେଳ ଷ୍ଟେସନରେ ଅଘଟଣ, ଇଞ୍ଜିନ୍ ନଥିବା ମାଲଗାଡ଼ି ନେଲା ୬ ଜୀବନ

ଯାଜପୁର: ଭାଗ୍ୟ ହେଲା ବଇରୀ । ବର୍ଷା ନେଇଗଲା ଜୀବନ । ବାହାନଗା ରେଳ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଯାଜପୁରରୁ ଆସିଛି ଦୁଃଖଦ ଖବର । କାଳବୈଶାଖୀ ବର୍ଷାରୁ ରକ୍ଷା ପାଇବା ପାଇଁ ପ୍ରାୟ ଟ୍ରେନ୍ ଟ୍ରାକରେ କାମ କରୁଥିବା ପ୍ରାୟ ୭ ଜଣ ଶ୍ରମିକ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ତଳେ…

ବାହାନଗା ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣକୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‍

ଭୁବନେଶ୍ୱର: ବାଲେଶ୍ୱର ବାହାନଗାଠାରେ ଘଟିଥିବା ଶତାବ୍ଦୀର ସବୁଠାରୁ ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟରେ ମାଗଣା ଶିକ୍ଷା ଦାନ କରିବାକୁ କିଟ୍‍ ବୁଧବାର ଘୋଷଣା କରିଛି । ଆଜି ଏ ସମ୍ପର୍କରେ କିଟ୍‍ ଓ କିସ୍‍…

ବାହାନଗା ଦୁର୍ଘଟଣା ପରେ ୨ ରାଜ୍ୟର ଶହେରୁ ଅଧିକ ଯାତ୍ରୀଙ୍କ ମିଳୁନି ପତ୍ତା

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଦୁର୍ଘଟଣା ପରେ ମୃତାହତଙ୍କ ତାଲିକା ସରକାରଙ୍କ ପକ୍ଷରୁ ସାର୍ବଜନୀନ କରାଯାଇଛି । ଏସଆରସି, ବିଏମସି ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ୱେବସାଇଟରେ ମୃତାହତଙ୍କ ଫଟୋ ରହିଛି । ତଥାପି ପଶ୍ଚିମବଙ୍ଗ ଓ ବିହାରର ଶତାଧିକ ଯାତ୍ରୀଙ୍କ ଖୋଜ…