ଭୁବନେଶ୍ୱର: ରାଜ୍ୟରେ କରୋନା ନେଲାଣି ୩୫୦ ମୁଣ୍ଡ । ଗତ ୨୪ ଘଣ୍ଟାରେ ଆଉ ୧୦ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୭ଟି ଜିଲ୍ଲାର ଭୂତାଣୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜମିତ ମୃତ୍ୟୁସଂଖ୍ୟା ୩୫୩କୁ ବୃଦ୍ଧି ପାଇଛି ।
Regret to inform the demise of Ten #COVID19 positive patients while under treatment in hospitals.
1. A 42-year old male of Bargarh district who was also suffering from Diabetes, Hypertension & Chronic Kidney Disease.
— H & FW Dept Odisha (@HFWOdisha) August 17, 2020
ଗଞ୍ଜାମ ଜିଲ୍ଲାରେ କମୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରେ କିନ୍ତୁ ବଢୁଛି । ପ୍ରାଣ ହରାଇଛନ୍ତି ଆଉ ୪ ଆକ୍ରାନ୍ତ ।
ସେହିପରି ବରଗଡ଼, କଟକ, ରାୟଗଡ଼ା, ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।
2. A 68-year old male of Bhubaneswar who was also suffering from Diabetes, Hypertension.
3.A 65-year old male of Bhubaneswar who was also suffering from Diabetes.
4.A 60-year old male of Cuttack district.
— H & FW Dept Odisha (@HFWOdisha) August 17, 2020
ବର୍ତ୍ତମାନ ସୁଦ୍ଧା ୨୭ ଜିଲ୍ଲାରୁ ମୁଣ୍ଡ ନେଲାଣି କରୋନା । ବୌଦ୍ଧ, ନୂଆପଡ଼ା ଓ ଦେବଗଡ଼ ଜିଲ୍ଲାରେ ମହାମାରୀ ଜୀବନ ନେଇ ପାରିନି । ଅଧିକ ଟେଷ୍ଟିଂ ଯୋଗୁ କରୋନା ବଞ୍ଚା ଯାଇ ପାରୁଛି ଜୀବନ ।
Comments are closed.