ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୦ ଜୀବନ ଯାଇଛି । ସୋନପୁର ଓ ବଲାଙ୍ଗିର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି ପ୍ରାଣଘାତୀ ଭାଇରସ୍ । ସେହିପରି ଗଞ୍ଜାମ ଓ ଭୁବନେଶରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।
ଭଦ୍ରକ, ବଲାଙ୍ଗିର, ସୋନପୁର, କନ୍ଧମାଳ, ଯାଜପୁର ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି ।
Regret to inform the demise of Ten #COVID19 positive patients while under treatment in hospitals.
1. A 75-year old male of Bhadrak district who was also suffering from Hypertension & Chronic Kidney Disease.
— H & FW Dept Odisha (@HFWOdisha) August 16, 2020
ମୃତକଙ୍କ ସମ୍ପର୍କରେ ସୂଚନା
୧. ଭଦ୍ରକ- ୭୫ ବର୍ଷୀୟ ପୁରୁଷ ଆକ୍ରାନ୍ତ ୨. ଭୁବନେଶ୍ୱର- ୩୨ ବର୍ଷୀୟ ମହିଳା
୩. ଭୁବନେଶ୍ୱର- ୫୫ ବର୍ଷୀୟ ପୁରୁଷ ଆକ୍ରାନ୍ତ ୪. ବଲାଙ୍ଗିର- ୬୨ ବର୍ଷୀୟ ବୃଦ୍ଧ
୫. କଟକ- ୬୦ ବର୍ଷୀୟ ପୁରୁଷ ଆକ୍ରାନ୍ତ ୬. ଗଞ୍ଜାମ- ୬୭ ବର୍ଷୀୟ ବୃଦ୍ଧ
5.A 60-year old male of Cuttack district who was also suffering from Diabetes.
6. A 67-year old male of Ganjam district who was also suffering from Hypertension, Diabetes & bronchial Asthma.
7.A 55-year old male of Ganjam district.
— H & FW Dept Odisha (@HFWOdisha) August 16, 2020
୭. ଗଞ୍ଜାମ- ୫୫ ବର୍ଷୀୟ ପୁରୁଷ ୮. ଯାଜପୁର- ୬୦ ବର୍ଷୀୟ ବୃଦ୍ଧ
୯. କନ୍ଧମାଳ- ୫୯ ବର୍ଷୀୟ ପୁରୁଷ ଆକ୍ରାନ୍ତ ୧୦. ସୋନପୁର- ୪୫ ବର୍ଷୀୟ ପୁରୁଷ
8.A 60-year old male of Jajpur district who was also suffering from Chronic Obstructive Pulmonary Disease.
9.A 59-year old male of Kandhamal district who was also suffering from Hypertension, Diabetes & nephropathy.
— H & FW Dept Odisha (@HFWOdisha) August 16, 2020
Comments are closed.