ଜୈସଲମେର: ପୋକରାନ ଫାଇରିଙ୍ଗ୍ ରେଞ୍ଜରେ ଅଭ୍ୟାସ ସମୟରେ ବନ୍ଧୁକର ବ୍ୟାରେଲ ଫାଟି ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ଦୁଇ ଯବାନ ଗମ୍ଭୀର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଯୋଧପୁର ସ୍ଥାନାନ୍ତର କରାଯାଇଛି । ସହିଦ ଯବାନ ସତୀଶ କୁମାରଙ୍କ ଘର ଉତ୍ତରପ୍ରଦେଶରେ ।
ଆଉ ୨ ଯବାନ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଯୋଧପୁର ସ୍ଥାନାନ୍ତର କରାଯାଇଛି ।
ପୋକରାନ ଫିଲ୍ଡ ଫାଇରିଙ୍ଗ ରେଞ୍ଜରେ ବୋର୍ଡର ସିକ୍ୟୁରିଟି ଫୋର୍ସର ୧୦୭୭ ରେଜିମେଣ୍ଟର ଅଭ୍ୟାସ ଚାଲିଥିଲା । ଫାଇରିଙ୍ଗ୍ ଅଭ୍ୟାସରେ ୫ ଯବାନ ସାମିଲ ଥିଲେ । ସେତେବେଳେ ୧୦୫ ଏମଏମ ଗନ୍ ର ବ୍ୟାରେଲ ଫାଟି ଯାଇଥିଲା ।
Comments are closed.