Home ଦେଶ ବିଦେଶ ରାଜସ୍ଥାନ

ରାଜସ୍ଥାନ

Rajasthan

ପୁଣି ସୋନୁଙ୍କ ବଦାନ୍ୟତା

ଜାଲୋର: ପୁଣି ସୋନୁଙ୍କ ବଦାନ୍ୟତା । ଲକ୍ ଡାଉନ ସଟଡାଉନ୍ ସମୟରୁ ଲୋକଙ୍କୁ ସହଯୋଗ କରୁଥିବା ସୋନୁ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଜଣେ ଗରିବ ଦିନ ମଜୁରୀଆଙ୍କ ପିଲାର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଛନ୍ତି ସୋନୁ । ରାଜସ୍ଥାନ...

ଡାକ୍ତର ଦମ୍ପତ୍ତିଙ୍କୁ ବିଚ୍ ରାସ୍ତାରେ ନିର୍ମମ ହତ୍ୟା, ଦେଖନ୍ତୁ ଭିଡ଼ିଓ

ରାଜସ୍ଥାନ: କରୋନା ମହାମାରୀ ସମୟରେ ଭରତପୁର ଜିଲ୍ଲାରେ ଡାକ୍ତର ଦମ୍ପତ୍ତିଙ୍କ ମୃତ୍ୟୁ । କରୋନା ସଂକ୍ରମଣ ନୁହେଁ ବରଂ ବିଚ୍ ରାସ୍ତାରେ ଦୁଇ ଅଜଣା ଆତତାୟୀ ସାଜିଥିଲେ ତାଙ୍କ ହତ୍ୟାକାରୀ । ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।...

ପତଂଜଳିର ତେଲ ଫ୍ୟାକ୍ଟ୍ରିକୁ ସିଲ୍ କଲା ରାଜସ୍ଥାନ ସରକାର

ରାଜସ୍ଥାନ: ଏଲୋପାଥିକୁ ନିନ୍ଦା କରିବା ବାବା ରାମଦେବଙ୍କୁ ବେଶ ମହଙ୍ଗା ପଡିଛି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (IMA) ହଜାରେ କୋଟିର ମାନହାନୀ ମକଦ୍ଦମା କରିବା ପରେ ଏବେ ରାଜସ୍ଥାନ ସରକାରଙ୍କ ରାଡାର୍‌ରେ ବାବା ରାମଦେବ । ଗତକାଲି ରାତିରେ ରାଜସ୍ଥାନ ସରକାରଙ୍କର...

ବାହାଘରରେ ସାମିଲ ୯୫ ଜଣ କରୋନା ପଜିଟିଭ୍, ଆଖି ବୁଜିଲେ କନ୍ୟା ପିତା

ଜୟପୁର: କରୋନା କାଳରେ ବାହାଘର ଓ ଅସାବଧାନ ହେଲେ ପରିଣାମ ଭୟଙ୍କର ହେଉଛି । ବାହାଘର ଖୁସିକୁ ବେଳେବେଳେ ପାଣିଚିଆ କରି ଦେଉଛି ଘାତକ କରୋନା । କରୋନା ପଶି ଯାଉଛି । ବାହାଘରରେ ସାମିଲ ୯୫ ଜଣ ଦିନକରେ ସଂକ୍ରମିତ ହୋଇଛନ୍ତି...

କରୋନାରେ ଆଖି ବୁଜିଲେ ରାଜସ୍ଥାନର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ

ଜୟପୁର: ପ୍ରାଣ ନେଉଛି କରୋନା । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପହାଡିଆ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଗତକାଲି ଗୁରୁଗାଁର ଏକ...

ରାଜସ୍ଥାନରେ ୧୫ ଦିନ ଲକଡାଉନ୍, କିଛି କ୍ଷେତ୍ରରେ କଟକଣା କୋହଳ

ଜୟପୁର: ରାଜସ୍ଥାନରେ କରୋନା ସଂକ୍ରମଣ ବଢୁଛି । ମୁକାବିଲା ପାଇଁ ଲାଗିଲା ଲକଡାଉନ୍ । ଆଜିଠାରୁ ୧୫ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଆସନ୍ତା ମେ ୩ ତାରିଖ ଯାଏ ଲକଡାଉନ୍ ଜାରି ରହିବ...

ଯୋଧପୁର IITରେ ୭୦ ଛାତ୍ରଛାତ୍ରୀ, ଶିକ୍ଷକ କରୋନା ପଜିଟିଭ 

ଯୋଧପୁର: ରାଜସ୍ଥାନ ସ୍ଥିତ ଯୋଧପୁର ଆଇଆଇଟିକୁ ଘେରିଲା କରୋନା । ଶିକ୍ଷାନୁଷ୍ଠାନର ପ୍ରାୟ ୬୫ରୁ ୭୦ ଜଣ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଷ୍ଟାଫ୍‌ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।  ସୂଚନା ଅନୁସାରେ ମାର୍ଚ୍ଚ ୧୧ ତାରିଖରେ ଚଣ୍ଡିଗଡ, ଗୁଜରାଟ ଏବଂ ଜୟପୁରର...

ରାଜସ୍ଥାନରେ ଖୋଲିଲା ମାଆ କ୍ଷୀର ଭଣ୍ଡାର, ଅନାଥ ଶିଶୁ ପାଇବେ ମାଗଣା କ୍ଷୀର 

ରାଜସ୍ଥାନ: ରାଜସ୍ଥାନ ଯୋଦ୍ଧପୁର ଠାରେ ଦେଶର ପ୍ରଥମ ମା’କ୍ଷୀର ଭଣ୍ଡାର ଖୋଲିଛି । ‘ନବଜୀବନ ସଂସ୍ଥାନ’ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରିଛି । ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରାଯାଇଛି । ଆବଶ୍ୟକ...

ଲାଞ୍ଚ ନେଇ ଧରାପଡିବା ଭୟରେ ଗ୍ୟାସରେ ୨୦ ଲକ୍ଷ ଟଙ୍କା ଜାଳିଦେଲେ ତହସିଲଦାର, ଜାଣନ୍ତୁ କ’ଣ ହେଲା ତାପରେ...

ରାଜସ୍ଥାନ: ରାଜସ୍ଥାନର ସିରୋହି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି । ଲାଞ୍ଚ ନେଇ ଧରାପଡିବା ଭୟରେ ଗ୍ୟାସରେ ୨୦ ଲକ୍ଷ ଟଙ୍କା ଜାଳି ଦେଲେ ତହସିଲଦାର । ରେଡ୍ ପାଇଁ ତହସିଲଦାରଙ୍କ ଘରେ ପହଞ୍ଚିଥିଲେ ଆଣ୍ଟି କରପସନ୍ ବ୍ୟୁରୋ...

ଭାଇରାଲ୍ ପୋଷ୍ଟମୋର୍ଟମ: ଦରଘା ନିର୍ମାଣ, ୧୦୦ କୋଟି ଟଙ୍କା ଓ ରାଜସ୍ଥାନ ସରକାର

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଦରଘା ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ମଂଜୁର କରିଛନ୍ତି । ଅନ୍ୟପଟେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକେ ଘରଦୁଆର ବୁଲିବୁଲି ଅର୍ଥ ଆଦାୟ କରୁଛନ୍ତି । ହେଲେ କେତେ ସତ ଗେହଲୋଟଙ୍କ ବିରୋଧରେ ଏଭଳି...

ସାହିତ୍ୟ