Latest Odisha News

BREAKING NEWS

୧୨ ଓପିଏସ୍ ଅଧିକାରୀଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ନୂତନ ପୋଷ୍ଟିଂ ପାଇଥିବା ପ୍ରାୟ ୧୨ ଜଣ ଓପିଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ଖବର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ଯାହା ତୁରନ୍ତ କାର୍ଯ୍ୟକାରୀ ହେବ। ତେବେ

ନିମ୍ନଲିଖିତ ଅଧିକାରୀମାନଙ୍କୁ ବଦଳି ଏବଂ ନୂଆ ପୋଷ୍ଟିଂ କରାଯାଇଛି। ଜାଣନ୍ତୁ…

Comments are closed.