Latest Odisha News

BREAKING NEWS

ଓଡ଼ିଶାରେ ୨୪ ଘଣ୍ଟାରେ ୧୩୮୪ ନୂଆ ପଜିଟିଭ୍

ଭୁବନେଶ୍ୱର: ୩୬ ହଜାର ପାର କଲେ କରୋନା କେସ୍ । ଗତ ୨୪ ଘଣ୍ଚାରେ ଚିହ୍ନଟ ହୋଇଛନ୍ତି ୧୩ ଶହ ୮୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୭୩ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୫୧୧ । ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭ୍ କେସ୍ ୩୬ ହଜାର ୨୯୭କୁ ବୃଦ୍ଧି ପାଇଛି ।
କେଉଁ ଜିଲ୍ଲାରୁ କେତେ ପଜିଟିଭ୍
ଗଞ୍ଜାମ- ୩୩୧, ଖୋର୍ଦ୍ଧା- ୨୧୧, କୋରାପୁଟ- ୯୭, ସମ୍ବଲପୁର- ୯୩
କଟକ- ୮୯, ଗଜପତି- ୬୧, ବାଲେଶ୍ୱର- ୭୯, ବଲାଙ୍ଗିର- ୫୧
ସୁନ୍ଦରଗଡ଼- ୪୬, ମାଲକାନଗିରି- ୩୯, ରାୟଗଡ଼ା- ୩୮, ବରଗଡ଼- ୩୩
ମୟୂରଭଞ୍ଜ- ୨୯, ନବରଙ୍ଗପୁର- ୨୬, ଭଦ୍ରକ- ୨୫, ନୟାଗଡ଼- ୨୨
ଜଗତସିଂହପୁର- ୨୨, ଯାଜପୁର- ୧୮, ପୁରୀ- ୧୭, ଅନୁଗୋଳ- ୧୩
ଢେଙ୍କାନାଳ- ୧୧, କେନ୍ଦ୍ରାପଡ଼ା- ୧୧, ଝାରସୁଗୁଡ଼ା- ୭
ସୋନପୁର- ୬, ନୂଆପଡ଼ା- ୫, କଳାହାଣ୍ଡି- ୪

Leave A Reply

Your email address will not be published.