ଭୁବନେଶ୍ୱର: ରାଜ୍ୟରେ ମାଡୁଛି ଓ ମାରୁଛି ମହାମାରୀ । ଗତ ୨୪ ଘଣ୍ଟାରେ ଆଉ ୧୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ୭ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୫ ଜଣ ମହିଳା ଓ ୯ ଜଣ ପୁରୁଷ ।
3.A 74 year old female of Bhubaneswar who was also suffering from Hypertension & Hypothyroidism.
4.A 71 year old female of Bhubaneswar district who was also suffering from Diabetes, Hypertension & post Cerebrovascular Accident.
— H & FW Dept Odisha (@HFWOdisha) September 11, 2020
ଖୋର୍ଦ୍ଧା ଜିଲ୍ଲାରୁ ଆଉ ୫ ମୁଣ୍ଡ ନେଇଛି ମହାମାରୀ । ମୃତକଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ୪ ଜଣ ଆକ୍ରାନ୍ତ । ସେହିପରି ପୁରୀରୁ ୩ ଜଣ ଓ ମୟୂରଭଞ୍ଜରୁ ୨ ଜଣ ପ୍ରାଣ ହରାଇଛନ୍ତି ।
8.A 60 year old male of Koraput district who was also suffering from Diabetes.
9.A 65 year old female of Mayurbhanj district.
10. A 45 year old female of Mayurbhanj district.
— H & FW Dept Odisha (@HFWOdisha) September 11, 2020
କଟକ, କୋରାପୁଟ, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୫କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୪୨% ।
14. A 45 year old male of Sambalpur district who was also suffering from Diabetes & Coronary Artery Disease.
— H & FW Dept Odisha (@HFWOdisha) September 11, 2020
Comments are closed.