Latest Odisha News

BREAKING NEWS

AI ନିର୍ମିତ ପ୍ରଥମ ଓଡିଆ ମ୍ୟୁଜିକ ଭିଡିଓ ଲଞ୍ଚ

ଭୁବନେଶ୍ୱର: AI ନିର୍ମିତ ପ୍ରଥମ ଓଡିଆ ମ୍ୟୁଜିକ ଭିଡିଓ ଲଞ୍ଚ। ମ୍ୟୁଜିକ୍ ଭିଡିଓ “ତୁ କାଇଁ ଲାଗୁଛୁ ମୋତେ” ଲଞ୍ଚ ହୋଇଯାଇଛି |ମ୍ୟୁଜିକ୍ ଭିଡିଓ ୟୁଟ୍ୟୁବରେ ରିଲିଜ ହୋଇଥିବା ବେଳେ ଏହାକୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ଯ ମିଳୁଛି।

ଭିଡିଓରେ କୋଲକାତାର ଆଇକନିକ୍ ପାର୍କ ଷ୍ଟ୍ରିଟ୍ ମଧ୍ଯ ଦେଖିବାକୁ ମିଳିଛି। ଭିଡିଓରେ ଏକ ରୋମାଣ୍ଟିକ୍ କାହାଣୀ ଦର୍ଶାଯାଇଥିବା ବେଳେ ସୁମଧୁର ଗୀତ ଶୁଣିବାକୁ ମିଳୁଛି।

ଭିଡିଓ ଟ୍ରାକର ମ୍ୟୁଜିକ୍ ସୁଦୀପ ଜେନା କମ୍ପୋଜ କରିଥିବାବେଳେ ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ହ୍ୟୁମନ ସାଗର ଗୀତ ଗାଇଛନ୍ତି।

Comments are closed.