Latest Odisha News

BREAKING NEWS

Browsing Tag

Music Video

ଶେଷଥର ପାଇଁ ପରଦାରେ ନଜର ଆସିବେ ଶିଡ୍‌ନାଜ !

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ତଥା ସ୍ବର୍ଗତଃ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ଶିଡ୍‌ନାଜ୍‌ ଫା୍ୟନ୍ସଙ୍କୁ ଶକ୍ତ ଝଟ୍‌କା ଲାଗିଛି। ତେବେ ଶିଡ୍‌ନାଜଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ସୂଚନା ଅନୁଯାୟୀ ଶେଷ ଥର ପାଇଁ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ୍…

ଆଜି ରିଲିଜ ହେବ ‘ହେ ଗଣେଷ ଦିଅଁ’

ଭୁବନେଶ୍ୱର : ପବିତ୍ର ଗଣେଶ ପୂଜା ଅବସରରେ ଜଗା ଜେଡି କ୍ରିୟେସନ ପକ୍ଷରୁ , ବିଦ୍ୟାଦାତା ଗଣେଶଙ୍କ ଭଜନ “ହେ ଗଣେଷ ଦିଅଁ ଯେବେଠୁ ଖଡିଛୁଆଁ ହେଲା ସେବେଠୁ ତୁମ ସହିତ ମୋର ଭାବ” ରିଲିଜ୍ ହେବାକୁ ଯାଉଛି । ଏହି ଭଜନ ପରିବେଷଣ ଭିଡିଓରେ, କଳାକାର ପ୍ରଜ୍ଞା, ଶଙ୍କର, ମିଲି ମହାନ୍ତି ଓ ଜୁନିୟର…

ଖୁବ୍‌ ଶୀଘ୍ର ଏହି ହିଟ୍‌ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ନୁପୁର ସାନନ୍‌ଙ୍କ ହିଟ୍‌ ମ୍ୟୁଜିକ୍‌ ଭିଡିଓ ଫିଲ୍‌ହାଲ୍‌ର ଦ୍ବିତୀୟ ଭାଗ ଫିଲ୍‌ହାଲ୍‌-୨ ଖୁବ୍‌ ଶୀଘ୍ର ଆସୁଛି। ଏ ନେଇ ଅକ୍ଷୟ କୁମାର ମ୍ୟୁଜିକ୍‌ ଭିଡିଓର ଟିଜର୍‌ ରିଲିଜ ଡେଟ୍‌ ଘୋଷଣା…

ରିଲିଜ ହେଲା ମ୍ୟୁଜିକ ଭିଡିଓ ‘ସ୍ଲୋ ମୋଶନ ଚାଲି’

ଭୁବନେଶ୍ୱର: ରିଲିଜ୍ ହୋଇଛି ମ୍ୟୁଜିକ୍ ଭିଡିଓ ‘ସ୍ଲୋ ମୋଶନ ଚାଲି’। ମିସ୍ ଇଣ୍ଡିଆ ଚାର୍ମିଂ ଟାଇଟଲ ବିଜୟିନୀ ପ୍ରିୟଙ୍କା ମହାପାତ୍ର ଏଥିରେ ଅଭିନୟ କରିଛନ୍ତି । ତାଙ୍କ ସହିତ ଅଭିନୟ କରିଛନ୍ତି ନରେଶ କୁମାର ବେହେରା, ଅରୁଣ କୁମାର ଜାନି, ରିତେଶ କୁମାର ସ୍ୱାଇଁ ଏବଂ ଅତିଥି ଭୂମିକାରେ…

ରିଲିଜ ହେଲା ବର୍ଷାଙ୍କ ମ୍ୟୁଜିକ ଭିଡ଼ିଓ, ନମିତାଙ୍କ ଗୀତରେ ଝୁମିଲେ ଦୃଷ୍ଟିହୀନ ଓ ଭିନ୍ନକ୍ଷମ

ଭୁବନେଶ୍ୱର: ମୁକ୍ତିଲାଭ କରିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟୁଜିକ ଭିଡିଓ 'କିଛି ମାଗୁନାହିଁ ତତେ' । ନମିତା ମେଲେକା ଗାଇଥିବା ଏହି ଗୀତରେ ବର୍ଷାଙ୍କ ସହ ଅଭିନୟ କରିଛନ୍ତି ଏସିଡ ପୀଡିତା ପ୍ରମୋଦିନୀ ରାଉଳ, କିଛି ଦୃଷ୍ଟିହୀନ ଓ ଭିନ୍ନକ୍ଷମ। କିଛି ଦିନ ତଳେ…

ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଉନ୍ମୋଚିତ

ଭୁବନେଶ୍ୱର : ଆଗକୁ ଆସୁଛି ନୂଆବର୍ଷ । ଏହି ଅବସରରେ ଦର୍ଶକଙ୍କୁ ସୁନ୍ଦର ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଭେଟି ଦେବାକୁ ଯାଉଛି ଶୁଭମ୍ ମ୍ୟୁଜିକ୍ । ଏହାର ମ୍ୟୁଜିକ୍ ଭିଡିଓର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବମ୍ବେର ପୂର୍ବତନ ପୋଲିସ କମିଶନର ତଥା ବିଜେଡି ନେତା ଅରୂପ…

ଡି’ଭିଲିୟର୍ସଙ୍କ ମ୍ୟୁଜିକ ଭିଡିଓରେ କୋହଲି ଓ ଚହଲ୍‌ !

ଭୁବନେଶ୍ୱର: ନିଜ ଦେଶ ପାଇଁ କ୍ରିକେଟ୍ ଖେଳିବା ଛାଡିଛନ୍ତି ହେଲେ ଗାଇବା ନୁହେଁ । ନିକଟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏ.ବି ଡି'ଭିଲିୟର୍ସ ନିଜର ଲେଟେଷ୍ଟ ମ୍ୟୁଜିକ ଭିଡିଓ ଆଲବମ୍ ରିଲିଜ କରିଛନ୍ତି । ଏହାର ଟାଇଟଲ ରହିଛି "ଦ ଫ୍ଲେମ୍" । ଗୁରୁବାର ରିଲିଜ୍ ହୋଇଥିବା ଏହି ଭିଡିଓର ଭିୟର୍ସିପ୍…

ମହାଶ୍ୱେତା ରାୟଙ୍କ ମ୍ୟୁଜିକ ଭିଡିଓରେ ବଲିଉଡର ଡ୍ରିମ୍‌ଗାର୍ଲ

ଭୁବନେଶ୍ୱର : ନିଜର ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ରାୟ । ଏହାର ନାମ ମହାଶ୍ୱେତା ରାୟ ଅଫିସିଆଲସ୍ ରଖାଯାଇଛି । ତେବେ ଏହି ଚ୍ୟାନେଲ ପାଇଁ ସେ ଏକ ନୂଆ ମ୍ୟୁଜିକ ଭିଡିଓ ‘ପୁଣି ହସିବ ଓଡିଶା’ ପ୍ରସ୍ତୁତ କରିଛନ୍ତି । ପ୍ରଥମ ଥର ପାଇଁ ଓଡିଶୀ…