Latest Odisha News
Browsing Tag

Youtube

ଖୁବଶୀଘ୍ର ୟୁଟ୍ୟୁବ ଆଣିବ ଅନଲାଇନ୍ ଗେମ୍ସ

ଓଡିଶା ସମ୍ବାଦ ବ୍ୟିରୋ: ସର୍ବଭାରତୀୟ ସ୍ତରରେ ଲୋକପ୍ରିୟ ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଆଣିବାକୁ ଯାଉଛି ଅନଲାଇନ୍ ଗେମ୍। ଏଥିପାଇଁ ଏକ ପ୍ରଡକ୍ଟ ଟେଷ୍ଟ କରିବା ଆରମ୍ଭ କରିଛି। 'ପ୍ଲେଏବଲ୍ସ'(Playables) ନାମକ ଏକ ନୂତନ ପ୍ରଡକ୍ଟ ଟେଷ୍ଟିଂ କରିବାକୁ କମ୍ପାନୀ କର୍ମଚାରୀମାନଙ୍କୁ…

ୟୁଟ୍ୟୁବର ନୂତନ ପଲିସି; ପପୁଲାର କ୍ରିଏଟର୍ସଙ୍କ କଣ୍ଟେଣ୍ଟ ଚୋରି କଲେ ଡିଲିଟ୍‌ ହୋଇପାରେ ଚ୍ୟାନେଲ୍‌

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସୋସିଆଲ ମିଡିଆରେ ୟୁଟ୍ୟୁବର ଚାହିଦା ବେଶ ବୃଦ୍ଧି ପାଇଛି। କାରଣ ୟୁଟ୍ୟୁବ ଏପରି ଏକ ପ୍ଲାଟଫର୍ମ ଯାହା ଦ୍ୱାରା ଲୋକେ ରୋଜଗାର କରିବା ସହ ନିଜକୁ ମନରଞ୍ଜନ ମଧ୍ୟ କରାନ୍ତି। ତେବେ ୟୁଟ୍ୟୁବ ୟୁଜର୍ସମାନଙ୍କ ପାଇଁ ନୂତନ ଏକ ନିୟମ ଆସିଛି। ବର୍ତ୍ତମାନ…

ୟୁଟ୍ୟୁବରୁ ଟଙ୍କା ରୋଜଗାର କରିବା ହେଲା ସହଜ, ଆବଶ୍ୟକ ୫୦୦ ସବସ୍କ୍ରାଇବର୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁଟ୍ୟୁବ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ଖୁସିଖବର। ଯଦି ଆପଣ ମଧ୍ୟ ଜଣେ ୟୁଟ୍ୟୁବ୍ ବିଷୟବସ୍ତୁ ନିର୍ମାତା ଏବଂ ରୋଜଗାର ପାଇଁ ଚିନ୍ତିତ ଅଛନ୍ତି, ତେବେ ଆଉ ଚିନ୍ତା କରନ୍ତୁ ନାହିଁ। କାରଣ ଏବେଠାରୁ ୟୁଟ୍ୟୁବ୍ ଚ୍ୟାନେଲରେ ୫୦୦ ସବସ୍କ୍ରାଇବର୍ସ ହେଲେ ମିଳିବ ଟଙ୍କା।…

ବନ୍ଦ ହେଲା ୨୨ଟି ନକଲି ୟୁଟୁବ ନ୍ୟୁଜ୍ ଚ୍ୟାନେଲ; ପାକିସ୍ତାନରୁ ହେଉଥିଲା ପ୍ରସାରଣ

ଭୁବନେଶ୍ୱର: ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସୋମବାର ୨୨ଟି ନକଲି ୟୁଟୁବ ନ୍ୟୁଜ୍ ଚ୍ୟାନେଲକୁ ବନ୍ଦ କରିଛି । ମିଛ ଖବର ଓ ଦେଶ ବିରୋଧ ଖବର ପ୍ରସାରଣ ହେଉଥିବା ଅଭିଯୋଗରେ ଏହି ଚ୍ୟାନେଲ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ଏନେଇ ପିଆଇବି ପକ୍ଷରୁ ସୂଚନା ମିଳିଛି ଓ ଆଞ୍ଚଳିକ କାର୍ଯ୍ୟାଳୟ…

ୟୁଟ୍ୟୁବରେ ଏବେ ଏଚଡ଼ି ଭିଡିଓ ଦେଖିପାରିବେ, ଲକଡାଉନ୍ ରେ ବନ୍ଦ ହୋଥିଲା ଏହି ସୁବିଧା

ନୂଆଦିଲ୍ଲୀ: ମାର୍ଚ୍ଚଠାରୁ ଲକଡାଉନ୍ ସମୟରେ ୟୁଟ୍ୟୁବ୍, ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ପରି ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଦ୍ୱାରା ହାଇ-ଡେଫିନେସନ୍ (ଏଚଡ଼ି ) ଷ୍ଟ୍ରିମିଂ ବନ୍ଦ ହୋଇଯାଇଥିଲା। ଇଣ୍ଟରନେଟ୍ ବ୍ୟବହାର ହ୍ରାସ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବାବେଳେ ବର୍ତ୍ତମାନ…