ଢ଼େଙ୍କାନାଳ : ଢ଼େଙ୍କାନାଳ କାମାକ୍ଷାନଗର ଥାନା ବେଢ଼ାପାଳ ଗାଁରେ ଅଭାବନୀୟ ଘଟଣା । ଭୋଜି ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫ ଜଣ ଅସୁସ୍ଥ ଅଛନ୍ତି । ମୃତକ ହେଲେ ବେଢ଼ାପାଳ ଗାଁର ବାଙ୍କ ମଲ୍ଲିକ ଓ ଭଗବାନ ମଲ୍ଲିକ । ଅସୁସ୍ଥଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୪ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
BREAKING NEWS
- Weather Update: କଲବଲ କଲାଣି ଖରା, ଆହୁରି ୪ ଡିଗ୍ରୀ ବଢିବ ତାତି
- ଇରାନ ଉପରେ ଇସ୍ରାଏଲୀ ଆକ୍ରମଣ ଜାରି, ବୁଶେହର ପରମାଣୁ ପ୍ଲାଣ୍ଟ ଉପରେ କ୍ଷେପଣାସ୍ତ୍ର ମାଡ଼
- ଶେଷ ହେବ କି ଯୁଦ୍ଧ? ପରମାଣୁ ଅସ୍ତ୍ର ନରଖିବାକୁ ରାଜି ହେଲା ଇରାନ
- ଏହି ସମୟରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି, ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ
- ଲାଞ୍ଚ ନେବା ବେଳେ ଅଡ଼ିଟର୍ଙ୍କୁ ବାନ୍ଧିଲା ଭିଜିଲାନ୍ସ
- ହଠାତ ଆଇପିଏଲରୁ ଓହରିଗଲେ ବେନ ଡକେଟ, ହୋଇପାରେ କାର୍ଯ୍ୟାନୁଷ୍ଠାନ
- ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ୨.୦ର ଶହେ ଦିନିଆ କ୍ୟାମ୍ପେନ୍ର ଶୁଭାରମ୍ଭ
- ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ
- Electricity Prices: ଚଳିତ ବର୍ଷ ବି ବଢ଼ିବନି ବିଜୁଳି ଦର, କୃଷି ପାଇଁ ମିଳିବ ନୂଆ ସୁବିଧା
- ଆଇପିଏଲ ୨୦୨୬ରୁ ଓହରିଲେ ବିବାଦୀୟ ୟଶ ଦୟାଲ
Comments are closed.