Latest Odisha News

ଜେଏମଏମରେ ମିଶିଲେ ବିଜେଡିର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା

ରାଇରଙ୍ଗପୁର: ମୟୂରଭଞ୍ଜର ପୂର୍ବତନ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ଶନିବାର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ରେ ଯୋଗ ଦେଇଛନ୍ତି।

ସୁନ୍ଦରଗଡ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଗ୍ରାଉଣ୍ଡରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ବରିଷ୍ଠ ଜେଏମଏମ ନେତା ତଥା ଝାଡଖଣ୍ଡ ମନ୍ତ୍ରୀ ଚମ୍ପାଇ ସୋରେନ ଓ ୨୦୦୦ ସମର୍ଥକଙ୍କ ସହ ଉପସ୍ଥିତିରେ ହାଁସଦା ଜେଏମଏମ ଯୋଗ ଦେଇଥିଲେ।

Leave A Reply

Your email address will not be published.