Latest Odisha News
Browsing Tag

2 Dead

ଟ୍ରାନ୍ସଫର୍ମରକୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ, ୨ ମୃତ

ବ୍ରହ୍ମପୁର: ଟ୍ରାନ୍ସଫର୍ମରରେ ପିଟି ହେଲା ମାଛ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗାଡ଼ି ଡ୍ରାଇଭର ଓ ସୁପରଭାଇଜର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଗୁରୁତର ହୋଇଛନ୍ତି ହେଲପର । ଗଞ୍ଜାମ ଜିଲ୍ଲା ସୁନାପୁର ମେରାଇନ ଥାନା ଅନନ୍ତରାୟପୁରରେ ଗତକାଲି ରାତିରେ ଏହି…

ଢେଙ୍କାନାଳରେ ଭୋଜିଖାଇ ୨ ମୃତ, ୧୫ରୁ ଅଧିକ ଅସୁସ୍ଥ

ଢ଼େଙ୍କାନାଳ : ଢ଼େଙ୍କାନାଳ କାମାକ୍ଷାନଗର ଥାନା ବେଢ଼ାପାଳ ଗାଁରେ ଅଭାବନୀୟ ଘଟଣା । ଭୋଜି ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫ ଜଣ ଅସୁସ୍ଥ ଅଛନ୍ତି । ମୃତକ ହେଲେ ବେଢ଼ାପାଳ ଗାଁର ବାଙ୍କ ମଲ୍ଲିକ ଓ ଭଗବାନ ମଲ୍ଲିକ । ଅସୁସ୍ଥଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୪ ଜଣ…

କେନ୍ଦୁଝରରେ ମୋଟର ସାଇକେଲ ଦୁର୍ଘଟଣା, ୨ ମୃତ

କେନ୍ଦୁଝର : କେନ୍ଦୁଝର ସଦର ଥାନା ବନାଯୋଡ଼ି ନିକଟରେ ମୋଟର ସାଇକେଲ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟର ସାଇକେଲ୍ ବ୍ୟାରିକେଡ୍ ପିଟିହେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଜଣେ ବଡ଼ବିଲ ଥାନା ଝଡ଼ାଗାଁର ଅକ୍ଷୟ ନାଏକ ହୋଇଥିବା ବେଳେ, ଅନ୍ୟ ଜଣେ ଯୁବକଙ୍କର ପରିଚୟ…

ଗଛରେ ପିଟି ହେଲା କାର, ୨ ମୃତ ଓ ୨ଗୁରୁତର

ବଲାଙ୍ଗିର: ଗଛରେ ପିଟି ହେଲା କାର୍ । ଦୁର୍ଘଟଣା ନେଲା ଦୁଇ ଜଣଙ୍କର ଜୀବନ । ଆଉ ଦୁଇ ଜଣ ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରାସ୍ତାର ସାଗରପାଲିରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଦୁଇ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ଉଦ୍ଧାର…

ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡଢ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଘଟାଇଛନ୍ତି ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ୨ଜଣ ଲୋକ ପ୍ରତିନିଧିଙ୍କୁ ପରିବାର ସମ୍ମୁଖରେ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି । ମୃତକଦ୍ୱୟ ହେଲେ ଗଙ୍ଗଲା…

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ବାଲେଶ୍ୱରରେ ବଜ୍ରାଘାତରେ ଭାଇଭଉଣୀ ମୃତ

ସୋର: ରାକ୍ଷୀ ପୂର୍ଣ୍ଣିମା ପାଇଁ ଭଉଣୀ ଆସିଥିଲା ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ । କିନ୍ତୁ କିଏ ଜାଣିଥିଲା ଏଇ ହସଖୁସି ଥିଲା କ୍ଷଣିକ ପାଇଁ । ଗୋଟିଏ ମିନିଟରେ ସବୁ କିଛି ଓଲଟପାଲଟ ହୋଇଗଲା । ଲିଭି ଗଲା ଦୁଇ ଦୁଇଟି ଜୀବନ ଦୀପ । ଘଟଣାଟି ଘଟିଛି ବାଲେଶ୍ୱର ଖନ୍ତାପଡା ଥାନା ମଣ୍ଡ…