କଳାହାଣ୍ଡି : ମର୍ମନ୍ତୁଦ ଦୁର୍ଘଟଣାରେ ନିମିଷକେ ଚାଲିଗଲା ଜୀବନ । ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ । ଦୁଇ ବାଇକ ଆରୋହୀ ମୃତ ଜଣେ ଗୁରୁତର ।ଭବାନିପାଟଣା ପଟୁ ଥୁଆମୂଳ ରାମପୁର ଆଡେ ଯାଉଥିବା ବେଳେ ସାଇମନ୍ଦିର ନିକଟରେ ଟ୍ରାକ୍ଟରକୁ ପଛପଟୁ ବାଇକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକଟି ଜଳିଯାଇଛି । ଭବନିପାଟଣା ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ଗୁରୁତରଙ୍କୁ ଭବାନୀ ପାଟଣା ହସ୍ପିଟାଲରେ ଭର୍ତି କରିଛି ।
BREAKING NEWS
- Taking bribe: ପଟ୍ଟା ସଂଶୋଧନ ପାଇଁ ଲାଞ୍ଚ ନେଇ ଫସିଲେ ରାଜସ୍ବ ନିରୀକ୍ଷକ ବାବୁ
- ଏଣିକି ହୋଡିଂ ଲଗାଇଲେ ବିଏମସି ଠାରୁ ନେବାକୁ ହେବ ଅନୁମତି
- ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ମଧ୍ୟ ଖେଳି ନ ପାରନ୍ତି ରିଙ୍କୁ ସିଂ
- Odisha Congress: ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତ ଦାସ;କହିଲେ -ହାଇକମାଣ୍ଡଙ୍କ ସହ କଥା ହେବାକୁ…
- Weather Update: ଆହୁରି ତାତିବ ଓଡିଶା; ୩ ଡିଗ୍ରୀ ବଢ଼ିବ ତାପମାତ୍ରା
- Matric Result: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଅପଡେଟ୍, ଏହି ଦିନ ବାହାରିବ ଫଳାଫଳ
- ୱେଟ ଲିଫ୍ଟିଂରୁ ବଡି ବିଲ୍ଡିଂ ସବୁଥିରେ ଜିତି ଚାଲିଛନ୍ତି ବିଶ୍ୱଜିତ
- Baby Elephant Died: କୂଅରେ ପଡି ହାତୀଛୁଆ ମୃତ
- ଜିତିବା ପଛର ରହସ୍ୟ ଉଜାଗର କଲେ ସୂର୍ଯ୍ୟକୁମାର
- Delhi Liquor Policy Case: ନିର୍ଦ୍ଦୋଷରେ ଖଲାସ ହେଲେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ, କୋର୍ଟର ନିଷ୍ପତ୍ତି ଶୁଣି କାନ୍ଦି ପକାଇଲେ…
Comments are closed.