Latest Odisha News

BREAKING NEWS

ରାଜ୍ୟରେ ପୁଣି ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଆଜି ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟ ହୋଇଯାଇଛି ।

ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୦କୁ ବୃଦ୍ଧି ପାଇଛି । ମୃତକ ଦୁଇଜଣ ଭୁବନେଶ୍ୱରର ହୋଇଥିବା ଜଣାପଡିଛିା ଜଣେ ୭୮ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୭୬ ବର୍ଷୀୟ ପୁରୁଷ । ୭୮ ବର୍ଷୀୟ ପୁରୁଷ ଜଣକ ଆଗରୁ କିଡିନ ରୋଗରେ ମଧ୍ୟ ସଂକ୍ରମିତ ଥିଲେ ।

Leave A Reply

Your email address will not be published.