Latest Odisha News

BREAKING NEWS

ଓଡ଼ିଶା କ୍ୟାଡରର ୨ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରରେ ମିଳିବ ଏଡିଜି ପାହ୍ୟା

ଭୁବନେଶ୍ୱର: ଓଡିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ସମେତ ସାରା ଦେଶରୁ ୧୩ ଜଣ କେନ୍ଦ୍ରୀୟ ଡେପୁଟେସନରେ ଗଲେ ମିଳିବ ଏଡିଜି ପାହ୍ୟା । ଏଡିଜି ପାହ୍ୟାକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି । ଓଡିଶା କ୍ୟାଡରର ଏହି ଦୁଇ ଅଧିକାରୀ ହେଲେ ସୁଧାଂଶୁ ଷଢଙ୍ଗୀ ଓ ୱାଇ ବି ଖୁରାନିଆ ।

୧୯୯୦ ବ୍ୟାଚର ଏହି ଦୁଇ ଅଫିସରଙ୍କ ମଧ୍ୟରୁ ୱାଇ ବି ଖୁରାନିଆ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସୁଧାଂଶୁ ଷଢଙ୍ଗୀ ବର୍ତ୍ତମାନ ଟ୍ୱିନ ସିଟି ପୋଲିସ କମିଶନର ଦାୟିତ୍ୱରେ ଅଛନ୍ତି ।

Leave A Reply

Your email address will not be published.