Latest Odisha News

BREAKING NEWS

Browsing Tag

sudhanshu sarangi

ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ହେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: ବଦଳିଲେ ଟ୍ୱିନ୍ ସିଟି ପୋଲିସ କମିଶନର । ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ନୂତନ ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ୧୯୯୫ ବ୍ୟାଚର ଏହି ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ନିଯୁକ୍ତି ନେଇ ଗୃହ ବିଭାଗ…

ଓଡ଼ିଶା କ୍ୟାଡରର ୨ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରରେ ମିଳିବ ଏଡିଜି ପାହ୍ୟା

ଭୁବନେଶ୍ୱର: ଓଡିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ସମେତ ସାରା ଦେଶରୁ ୧୩ ଜଣ କେନ୍ଦ୍ରୀୟ ଡେପୁଟେସନରେ ଗଲେ ମିଳିବ ଏଡିଜି ପାହ୍ୟା । ଏଡିଜି ପାହ୍ୟାକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି । ଓଡିଶା କ୍ୟାଡରର ଏହି ଦୁଇ ଅଧିକାରୀ ହେଲେ ସୁଧାଂଶୁ ଷଢଙ୍ଗୀ ଓ…

କରୋନା ସଂକ୍ରମଣର ମୁକାବିଲା ଲାଗି ବ୍ୟବସାୟୀ ଓ ପୋଲିସ କମିଶନରଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର : ଗତ କିଛି ଦିନ ଧରି ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୋକାନ ବଜାର ଖୋଲିବା ନେଇ କଟକଣା ହଟିବା ପରେ ଏବେ ବହୁ ସ୍ଥାନରେ ଲୋକେ ସାମାଜିକ ଦୂରତ୍ୱ ଓ ଏପରିକି ମାସ୍କ ପିନ୍ଧିବା ନେଇ ସଚେତନତା ହେଉ ନ ଥିବା ନଜରକୁ ଆସୁଛି । ଏଥି ପାଇଁ ଆଜି ପୋଲିସ କମିଶନର…

ଏଣିକି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ

ଭୁବନେଶ୍ୱର: ଲକଡାଉନ କଟକଣା ହେବ ଆହୁରି କଡାକଡି । ଏଣିମି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ । କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ନଥିଲେ କର୍ମଚାରୀମାନେ ଅଫିସ ଯାଇପାରିବେ ନାହିଁ । କର୍ମଚାରୀଙ୍କ ନାଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ତାଲିକାରେ ରହିବାକୁ ବାଧ୍ୟ । ନାଁ ନଥିଲେ ଆଉ ଅଫିସ…

୧୪ ଦିନିଆ ଲକ୍‌ଡାଉନରେ ଅଧିକ କଠୋର ହେବ କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ରାଜ୍ୟର ଚାରିଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଚଳିତ ଥର ଟ୍ୱିନ ସିଟିରେ ଲକ୍ ଡାଉନ କଡାକଡି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ…

ସାବଧାନ, କରୋନା ଯାଇନି, ସତର୍କ ରୁହନ୍ତୁ: ପୋଲିସ କମିଶନର

ଭୁବନେଶ୍ୱର: ସତର୍କ ରୁହନ୍ତୁ । କରୋନା ଯାଇନି । ଲକଡାଉନ୍ ଉଠିଗଲା ମାନେ ନାର୍ହି ଯେ, କରୋନା ଚାଲିଗଲା । ସାମାଜିକ ବ୍ୟବଧାନ ଓ ମାସ୍କ ପିନ୍ଧିବା ନେଇ ହୋଇଥିବା ବୈଠକରେ ଆଜି କିଛି ଏଭଳି ସତର୍କ ବାଣୀ ଶୁଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି, ଲକଡାଉନ କୋହଳ ହେବା…