Latest Odisha News

BREAKING NEWS

Yearly Archives

2020

ରାଜନୀତି ଛାଡିବେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଡାକ୍ତରଖାନାରୁ ଫେରିଥିବା ଅଭିନେତା ରଜନୀକାନ୍ତ ଆଜି ରାଜନୀତି ଛାଡିବାକୁ ଘୋଷଣା କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ରାଜନୀତି ବିନା ସେ ପୂର୍ବ ଭଳି ଲୋକଙ୍କ ପାଇଁ କାମ ଜାରି ରଖିବେ।…

ରେଳ ଟ୍ରାକ୍‌ ନିକଟରୁ କର୍ଣ୍ଣାଟକ ବିଧାନ ପରିଷଦର ଡେପୁଟି ଚେୟାରମ୍ୟାନ୍‌ଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନ ପରିଷଦର ଡେପୁଟି ଚେୟାରମ୍ୟାନ୍ ଏସ୍‌ଏଲ୍ ଧର୍ମ ଗୋୱଡାଙ୍କ ମୃତଦେହ ରାଜ୍ୟର ଚିକମାଗାଲୁର ଜିଲ୍ଲାର କଦୁର ତାଲୁକର ଗୁନାସାଗର ଗାଁର ଏକ ରେଳ ଟ୍ରାକରୁ ଉଦ୍ଧାର କରାଯାଇଛି। ପୋଲିସ କହିଛି ଯେ ଗୋୱଡା ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି।…

ମିଳିଲାନି ଅନୁମତି, ଯୁବରାଜ ସିଂଙ୍କୁ ଘରୋଇ କ୍ରିକେଟ୍ ମନା

ନୂଆଦିଲ୍ଲୀ: ଗତବର୍ଷ ଜୁନ୍ ମାସରେ କ୍ରିକେଟ ଜଗତକୁ ଅଲବିଦା କହିଥିଲେ ଯୁବରାଜ ସିଂ । ଘରୋଇ କ୍ରିକେଟ, ଆଇପିଏଲ୍ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ ବିଦେଶୀ କ୍ରିକେଟ ଲିଗରେ ଦେଖିବାକୁ ମିଳିଥିଲା । ତେବେ ନିଜ ମାନସିକତାରେ ପରିବର୍ତ୍ତନ ଆଣି ଯୁବରାଜ ପୁଣିଥରେ କ୍ରିକେଟକୁ…

ଗଳ୍ପ:ସ୍ରୋତସ୍ୱିନୀ

ଲଳିତ ମୋହନ ମିଶ୍ର ନିଜ ଶୋଇବା ଘରର କାନ୍ଥ ଆଡ଼କୁ ଚାହିଁଲା ସରସୀ । ତାର ପୁଅ ସମ୍ଭବର ଫଟୋଟି ଫ୍ରେମ୍ ରେ ବନ୍ଧା ହୋଇ ଝୁଲୁଥିଲା ଗୋଟିଏ କୋଣରେ। ସଦାନନ୍ଦ ସାଙ୍ଗରେ ବିଭାଘର ପରେ ଦୁହେଁ ପୁରୀ ଯାଇଥିଲେ ଜଗନ୍ନାଥଙ୍କ ଦର୍ଶନ ପାଇଁ । ସମୁଦ୍ର କୂଳରେ ବୁଲୁଥିବା ବେଳେ…

ଆଜି ମାଲ୍‌ ପରିବହନ କରିଡର୍‌ ଉଦ୍‌ଘାଟନ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଚାଷୀଙ୍କ ମଧ୍ୟରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ଏକ ଉପହାର ଦେବାକୁ ଯାଉଛନ୍ତି। ପୂର୍ବରୁ ୧୦୦ ତମ କିସାନ ରେଳ ଚଳାଚଳ କରିଥିଲା, ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାଞ୍ଚଳ ଉତ୍ସର୍ଗୀକୃତ ମାଲ ପରିବହନ କରିଡରର…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୪.୬୩ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କ୍ରମାଗତ ଭାବେ ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂଖ୍ୟା ୮ କୋଟି ୧୬ ଲକ୍ଷରୁ ଅଧିକ ହୋଇପାରିଛି। ଏଥି ସହିତ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ ୮୦ ହଜାରକୁ ବୃଦ୍ଧି ପାଇଛି। ତେବେ ଆଜି ପର୍ଯ୍ୟନ୍ତ ୫ କୋଟି ୭୭ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିସାରିଛନ୍ତି। କରୋନା…

ଆଜି ବି ଇଡି କାର୍ଯ୍ୟାଳୟରେ ହାଜର ହେବେନି ବର୍ଷା ରାୱତ

ନୂଆଦିଲ୍ଲୀ: ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାୱତ ପତ୍ନୀ ବର୍ଷା ରାୱତ ଆଜି ମଧ୍ୟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ PMC ବ୍ୟାଙ୍କ ସ୍କାମ ମାମଲାରେ ବର୍ଷା ରାୱତଙ୍କୁ ଡକାଇ ୨୯ ଡିସେମ୍ବର ଅର୍ଥାତ୍ ଆଜି ହାଜର ହେବାକୁ କହିଥିଲେ। ସୂଚନା…

ଆଗାମୀ ଫିଲ୍ମ ପାଇଁ ଅକ୍ଷୟଙ୍କ ହାଇ ଡିମାଣ୍ଡ୍‌; ଫିଲ୍ମ ପାଇଁ ନେବେ ୧୩୫ କୋଟି!

ନୂଆଦିଲ୍ଲୀ: ବଲିଉଡ୍‌ର ଏକମାତ୍ର କଳାକାର ଅକ୍ଷୟ କୁମାର ଯିଏ କି ବର୍ଷ ତମାମ ନିଜ କର୍ମମୟ ଜୀବନକୁ ନେଇ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ତେବେ ଅତ୍ୟଧିକ ଚାହିଦା ହେତୁ ଅକ୍ଷୟ ତାଙ୍କର ଅଭିନୟ ଶୁଳ୍କ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ମାସ ମଧ୍ୟରେ ଅକ୍ଷୟ…

ବଡ଼ ଖବର: ଭାରତରେ ଚିହ୍ନଟ ହେଲା ବ୍ରିଟେନର ନୂଆ କରୋନା ଭାଇରସ୍ ଷ୍ଟ୍ରେନ

ନୂଆଦିଲ୍ଲୀ: ଭାରତରେ ପ୍ରବେଶ କରିଛି ବ୍ରିଟେନରେ ଚିହ୍ନଟ କରୋନା ଭାଇରସର ନୂଆ ଷ୍ଟ୍ରେନ୍ । ବ୍ରିଟେନ ଫେରନ୍ତା ୬ ଜଣ କରୋନା ଆକ୍ରାନ୍ତଙ୍କ ପାଖରେ ଭୂତାଣୁର ନୂଆ ଷ୍ଟ୍ରେନେ ମିଳିଛି । ଏହି ସମସ୍ତ ରୋଗୀଙ୍କୁ ସିଙ୍ଗଲ ଆଇସୋଲେସନ୍ ରୁମରେ ରଖାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ…

ରାଜେଶ ଖାନ୍ନାଙ୍କଠାରୁ ‘କାକା’ଙ୍କ ପର୍ଯ୍ୟନ୍ତ ଯାତ୍ରା; ଜାଣନ୍ତୁ କିପରି ରାଜେଶ ଖାନ୍ନାଙ୍କୁ ମିଳିଥିଲା…

ନୂଆଦିଲ୍ଲୀ: ଆଜି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଇତିହାସରେ ପ୍ରଥମ ସୁପରଷ୍ଟାର ଭାବେ ଜଣାଶୁଣା ଦିଗ୍‌ଗଜ ଅଭିନେତା ରାଜେଶ ଖାନ୍ନାଙ୍କ ଜନ୍ମଦିନ। ବଲିଉଡରେ ରାଜେଶ ଖାନ୍ନାଙ୍କୁ 'କାକା' କୁହାଯାଏ। ରାଜେଶ ଖାନ୍ନା ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଏପରି ଅନେକ ଚଳଚ୍ଚିତ୍ର କରିଥିଲେ, ଯାହାକୁ…