Latest Odisha News

BREAKING NEWS

Yearly Archives

2021

ବଣ୍ଡାଘାଟିରେ ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ

ମାଲକାନଗିରି: ବଣ୍ଡାଘାଟିରେ ୬୫ହଜାର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ବଡ଼ଡ଼ୁରାଲ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ବଜାର ମୂଲ୍ୟ ୪୦କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ତହସିଲଦାର ରାମ କୃଷ୍ଣ ନାୟକଙ୍କ…

ଏନସିଏ ମୂଖ୍ୟ ହେବେ ଲକ୍ଷ୍ମଣ !

ନୂଆଦିଲ୍ଲୀ: ରାହୁଲ ଡ୍ରାଭିଡଙ୍କୁ ଭାରତୀୟ କ୍ରିକେଟ ଟିମର କୋଚ କରାଯିବା ପରେ ଏନସିଏ ଅଧ୍ୟକ୍ଷ ପଦ ଏବେ ଖାଲି ପଡିଛି । ରିପୋର୍ଟ ମୁତାବକ ଭିଭିଏସ ଲକ୍ଷ୍ମଣଙ୍କୁ ଏନସିଏ ମୁଖ୍ୟ ଦାୟିତ୍ୱ ପ୍ରଦାନ କରିବା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ସମାପ୍ତ ହୋଇଯାଇଛି । ଭାରତ ଏର ଦକ୍ଷିଣ ଆଫ୍ରିକା…

ପଞ୍ଜାବରେ ନିର୍ବାଚନ ଲଢିବେ ସୋନୁଙ୍କ ଭଉଣୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବେ ​​ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା। ସୋନୁ ସୁଦ ଆଜି ଘୋଷଣା କରିଛନ୍ତି ଯେ ତାଙ୍କ ଭଉଣୀ ମାଲବିକା ସୁଦ ପଞ୍ଜାବ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ତଥାପି ସେ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ…

ଅମରାବତୀରେ ୪ ଦିନିଆ କର୍ଫ୍ୟୁ ଲାଗୁ; ଇଣ୍ଟରନେଟ ସେବା ବନ୍ଦ

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀ ସହରରେ ୪ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଛି ଯେଉଁଥିରେ ଏହି ସପ୍ତାହ ଆରମ୍ଭରେ ନୂତନ ହିଂସା ଦେଖିବାକୁ ମିଳିଥିଲା ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି। ଏଥିସହ ଗୁଜବ ପ୍ରଚାର ନହେବା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ…

ପୁଣି ଅଡୁଆରେ ଫସିଲେ ଶିଳ୍ପା ଓ ରାଜ୍‌; ଉଭୟଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ପତି ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ପୁଣି ବଢିବାରେ ଲାଗିଛି। ତାଙ୍କ ବିରୋଧରେ ୧.୫୧ କୋଟି ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରଙ୍କ ବିରୋଧରେ…

ହାତୀ ଦାନ୍ତ ଜବତ, ଜଣେ ଅଟକ

ବରଗଡ଼: ହାତୀ ଦାନ୍ତ ଚୋରାଚାଲାଣ ସମୟରେ ଧରିଲା ଏସଟିଏଫ୍ ଟିମ୍। ଗୋଟିଏ ହାତୀ ଦାନ୍ତ ସହିତ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଛି। ସୂଚନା ଅନୁସାରେ, ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରେ ଜଣେ ବ୍ୟକ୍ତି ହାତୀ ଦାନ୍ତ ନେଇ ଆସୁଥିବା ଖବର ମିଳିଥିଲା। ପରେ ଏସଟିଏଫ୍…

ଏଠାରେ ପଥର ବି ମନକୁ ମନ ଘୁଂଚେ !

ୱାଶିଂଟନ: ଆପଣ ମନେ ମନେ ଚିନ୍ତା କରନ୍ତୁ, ଗୋଟିଏ ଶୂନଶାନ ଓ ଜନବସତି ଶୂନ୍ୟ ଅଂଚଳରେ ଭ୍ରମଣ କରୁଛ, ହଠାତ ଗୋଟିଏ ପଥର ମନକୁ ମନ ଘୁଂଚିବାରେ ଲାଗିବ ! ନିଶ୍ଚିତ ଭାବେ ମନରେ ଭୟ ସଂଚାର ହେବ, ଆଜ୍ଞା ହଁ କାଲିଫୋର୍ଣ୍ଣିଆର ଡେଥ ଭ୍ୟାଲୀ ନ୍ୟାଶନାଲ ପାର୍କରେ ଥିବା ଏକ ଶୁଖିଲା ହ୍ରଦରେ ଏ ଭଳି ଘଟଣା…

ଆଦିବାସୀ ପରମ୍ପରାରେ ମୋଦୀଙ୍କୁ କରାଯିବ ସ୍ୱାଗତ

ନୂଆଦିଲ୍ଲୀ: ଆଦିବାସୀ ଗୌରବ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ରେ ମଧ୍ୟପ୍ରଦେଶରେ ପହଞ୍ଚିବେ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆଜିଠାରୁ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ସ୍ଥାନ ଜାମ୍ବୋରୀ ବ୍ୟତୀତ ଆଜି ଭୋପାଳ ଏବଂ କମଲାପାଟୀ ଷ୍ଟେସନରେ…

ଭାରତକୁ ଏସ୍-୪୦୦ ମିସାଇଲ ସିଷ୍ଟମ ଯୋଗାଣ ଆରମ୍ଭ କରିଛି ରୁଷ୍

ମସ୍କୋ: ରୁଷ୍ ଭାରତକୁ ‘ଏସ୍-୪୦୦ ଟ୍ରାଇଅମ୍ଫ୍’ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମିସାଇଲ୍ ଯୋଗାଣ ଆରମ୍ଭ କରିଛି। ଫେଡ଼େରାଲ ସର୍ଭିସ୍ ଫର୍ ମିଲିଟାରୀ-ଟେକ୍ନିକାଲ କୋଅପରେସନ(ୠଝଗଞଉ)ର ନିର୍ଦ୍ଦେଶକ ଡ଼ିମିଟ୍ରି ସୁଗାଏଭ୍ ସମ୍ବାଦ ସରବରାହ ସଂସ୍ଥା ସ୍ପୁଟନିକକୁ କହିଛନ୍ତି। ସୁଗାଏଭ୍…

ଆଜି ମିଳିବ ଟି୨୦ ବିଶ୍ୱକପରେ ନୂଆ ଚାମ୍ପିୟନ: ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ବିଚକ୍ଷଣ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା

ଦୁବାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଆଜି ଖେଳାଯିବ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଟାଇଟଲ ହାସଲ କରି ନ ଥିବାରୁ ଏଥର କ୍ରିକେଟପ୍ରେମୀ ନୂଆ ଚାମ୍ପିୟନ ପାଇବେ । ନ୍ୟୁଜିଲାଣ୍ଡ ୫ମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଂଟ ଫାଇନାଲରେ ପ୍ରବେଶ କରିଛି । ଏଥର କେନ ୱିଲିୟମସନ…